Odia Medium Class 6 Geography Chapter-6(Part-2) Pruthibira Mahadesa (ପୃଥିବୀର ମହାଦେଶ : ଆଫ୍ରିକା) Question & Answer

Language : Odia

LRNR provides this material totally free

Odia Medium Class 6 Geography Chapter-6 Pruthibira Mahadesa Part-2 (ପୃଥିବୀର ମହାଦେଶ : ଆଫ୍ରିକା) Question & Answer


ପୃଥିବୀର ମହାଦେଶ : ଆଫ୍ରିକା



ପ୍ରଶ୍ନ ଓ ଉତ୍ତର

1. ଆଫ୍ରିକା ମହାଦେଶର ଉତ୍ତର ପଶ୍ଚିମ ଭାଗରେ କେଉଁ ପର୍ବତ ଅବସ୍ଥିତ ?

ଆଟଲସ ପର୍ବତମାଳା


2. ଆଫ୍ରିକା ମହାଦେଶରେ ପ୍ରବାହିତ ଦୁଇଟି ନଦୀର ନାମ ଲେଖ |

ନୀଳନଦୀ ଓ ଜାଇରେ


3. ପୃଥିବୀର ବୃହତ୍ତମ ମରୁଭୂମିର ନାମ କ’ଣ ?

4.   ସାହାରା


କେଉଁମାନେ ଆଫ୍ରିକାର ମୂଳ ଅଧିବାସୀ ?

5.   ନିଗ୍ରୋମାନେ


6. ପୃଥିବୀର ଦୀର୍ଘତମ ନଦୀର ନାମ ଲେଖ | ଏହା କେଉଁ ସାଗରରେ ପଡିଅଛି |

ନୀଳନଦୀ, ଭୂମଧ୍ୟ ସାଗରରେ


7. ମରୂଦ୍ୟାନ କେଉଁଠି ଦେଖାଯାଏ ?

ମରୁଭୂମିରେ ଯେଉଁଠି ଝରଣା ରହିଥାଏ |


8. ପିରାମିଡ କେଉଁ ଦେଶରେ ଦେଖିବାକୁ ମିଳେ ?

ମିଶର


9. ଆଫ୍ରିକାର ଅଧିବାସୀଙ୍କର ପ୍ରଧାନ ଜୀବିକା ଗୁଡିକ କଣ କଣ ବର୍ଣ୍ଣନା କର |


·    କୃଷିକାର୍ଯ୍ୟ ଓ ଗୋପାଳନ


·    ଭୂମଧ୍ୟସାଗର ତୀରବର୍ତ୍ତୀ ଅଞ୍ଚଳର ଲୋକେ ଅଙ୍ଗୁର, କମଳାଲେମ୍ବୁ ଫଳଚାଷ କରନ୍ତି |


·    ତୃଣଭୂମି ମାନଙ୍କରେ ଗୋରୁ, ମେଷ ପଶୁପାଳନ କରାଯାଏ |


·    ସୁନା, ହୀରା ଖଣିରେ ଲୋକ ନିଯୁକ୍ତି ପାଇ କାର୍ଯ୍ୟ କରନ୍ତି |

Ratings
No reviews yet, be the first one to review the product.