Odia Medium Class 6 Geography Chapter-6(Part-3) Pruthibira Mahadesa (ପୃଥିବୀର ମହାଦେଶ : ଉତ୍ତର ଆମେରିକା) Notes

Language : Odia

LRNR provides this material totally free

Odia Medium Class 6 Geography Chapter-6 Pruthibira Mahadesa (ପୃଥିବୀର ମହାଦେଶ : ଉତ୍ତର ଆମେରିକା) Notes

ଉତ୍ତର ଆମେରିକା


  • ·    ଉତ୍ତର ଆମେରିକା ପୃଥିବୀର ତୃତୀୟ ବୃହତ୍ତମ ଦେଶ |


  • ·    ଉତ୍ତର ପଶ୍ଚିମରେ ବେରିଂ ପ୍ରଣାଳୀ ଏହାକୁ ଏସିଆ ମହାଦେଶଠାରୁ ବିଚ୍ଛିନ୍ନ କରୁଅଛି |


  • ·    ଏହାର ଉତ୍ତରରେ ସୁମେରୁ ମହାସାଗର, ପୁର୍ବରେ ଆଟଲାଣ୍ଟିକ ମହାସାଗର ଦକ୍ଷୀଣରେ ଦକ୍ଷିଣ ଆମେରିକା ଏବଂ ପଶ୍ଚିମରେ ପ୍ରଶାନ୍ତ ମହାସାଗର ଅବସ୍ଥିତ |


  • ପ୍ରଣାଳୀ
  • ·    ଏକ ସଂକୀର୍ଣ୍ଣ ଜଳଭାଗ ଯାହା ଦୁଇଟି ବୃହତ୍ ଜଳରାଶିକୁ ସଂଯୋଗ କରେ ତାହାକୁ ପ୍ରଣାଳୀ କୁହାଯାଏ |


  • ନଦୀ
  • ·    ସେଣ୍ଟଲରେନ୍ସ , ମିଶେରୀ, ମିସିସିପି, କଲମ୍ବିଆ ଓ କଲୋଭାଡୋ ଆଦି ମୁଖ୍ୟନଦୀ |


  • ଜଳବାୟୁ
  • ·    ଅଧିକାଂଶ ଭାଗରେ ଶିତଋତୁରେ ଭୀଷଣ ଶୀତ ହୁଏ | ଉତ୍ତର ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ତୁଷାରଝଡ ମଧ୍ୟ ହୁଏ |


  • ପ୍ରାକୃତିକ ଉଦ୍ଭିଦ
  • ·    ଉତ୍ତର ଆମରିକାରେ ଉତ୍ତରାଂଶରେ ଥିବା ତୁନ୍ଦ୍ରାଞ୍ଚଳରେ ଗ୍ରୀଷ୍ମଋତୁରେ ବରଫ ତରଳିଗଲେ ସ୍ଥାନେ ସ୍ଥାନେ ବିଭିନ୍ନ ଜାତିର ଶୈବାଳ ଓ ହିମ ଗୁଳ୍ମ ଜନ୍ମେ |


  • ଏହି ପ୍ରକାର ଉଦ୍ଭିଦକୁ ତୁନ୍ଦ୍ରା ଉଦ୍ଭିଦ କୁହାଯାଏ |


  • ବନ୍ୟଜନ୍ତୁ
  • ·    ତୁନ୍ଦ୍ରାଞ୍ଚଳରେ ବଲ୍ଗାହରିଣ, ୱାଲରସ, ଧଳାଭାଲୁ, ସିଲ କାରିବେ ଆଦି ପଶୁ ରୁହନ୍ତି |


  • ·    ଟାଇଗା ଅଞ୍ଚଳରେ ବିଉର, ଧଳା କୋକିଶିଆଳି ଲିଙ୍କସ, ମିଙ୍କ, ଗଧିଆ ରୁହନ୍ତି |
  • ଦେଶ
  • ·    କାନାଡା, ଯୁକ୍ତରାଷ୍ଟ୍ର ଆମେରିକା, ପାନାମା, ଗ୍ୱାଟାମେଲା , ମେକ୍ସିକୋ, ୱେଷ୍ଟଇଣ୍ଡିଜ, ଗ୍ରୀନଲାଣ୍ଡ
  • ସହର
  • ·    ଉତ୍ତର ଆମେରିକା, କାନାଡା ଓ ମେକ୍ସିକୋ 


Ratings
No reviews yet, be the first one to review the product.