- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science Chapter 11 Gati (ଗତି) Question & Answer
Odia Medium Class 6 Science Chapter 11 Gati (ଗତି) Question & Answer
Language : Odia
LRNR provides this material totally free
Odia Medium Class 6 Science Chapter 11 Gati (ଗତି) Question & Answer
ଗତି
1. ତଳେ ଦିଆଯାଇଥିବା ବାକ୍ୟଗୁଡିକୁ ଅନୁଧ୍ୟାନ କର ଏବଂ ଭୁଲ୍ ଥିଲେ ଠିକ୍ କରି ଖାତାରେ ଲେଖ |
a) ସମୟ ସହ ଦୂରତ୍ଵର ପରିବର୍ତ୍ତନକୁ ଗତି କୁହାଯାଏ | X
b) ଗୋଟିଏ ଗତିଶୀଳ ସ୍କୁଟର ଚକ୍ର ଗତି କେବଳ ସରଳରୈଖିକ ଅଟେ | X
c) ତୁମେ ଗୋଟେ ଟ୍ରେନ୍ ର ପ୍ରଥମ ଡବାରେ ବସିଛ ଓ ତୁମର ବନ୍ଧୁ ଟ୍ରେନ୍ ର ଶେଷ ଡବାରେ ବସିଛନ୍ତି | ତେଣୁ ତୁମ ବନ୍ଧୁ ତୁମ ପାଇଁ ଗତିଶୀଳ ଅଟନ୍ତି | X
d) ତୁମ ପାଇଁ ସୂର୍ଯ୍ୟ ଗତିଶୀଳ ଅଟନ୍ତି | √
e) ଅଗ୍ନି ସଂଯୋଗ କରିବା ପରେ ଚକ୍ରିବାଣ କେବଳ ବୃତ୍ତୀୟ ଅଟେ | X
2. ସାଇକେଲଟି ଗତିଶୀଳ ଥିବା ବେଳେ ସେଥିରେ କି କି ପ୍ରକାର ଗତି ଦେଖାଯାଏ ?
. ସାଇକେଲଟି ଗତିଶିଳା ଥିବା ବେଳେ ସେଥିରେ ବୃତ୍ତୀୟ ଗତି, ସରଳ ରୈଖିକ ଗତି |
3. ବୃତ୍ତୀୟ ଗତି ଓ ଆବର୍ତ୍ତୀ ଗତି ମଧ୍ୟରେ ଥିବା ସାମଞ୍ଜସ୍ୟ ଏବଂ ପାର୍ଥକ୍ୟ ଲେଖ | ପ୍ରତ୍ୟେକ ଗତି ପାଇଁ ଦୁଇଟି ଉଦାହରଣ ଦିଅ |
ସାମଞ୍ଜସ୍ୟ : -
ଆବର୍ତ୍ତୀ ଗତି ଓ ବୃତ୍ତୀୟ ଗତି ପ୍ରତ୍ୟେକରେ ବସ୍ତୁ ଗତି କରେ |
ପାର୍ଥକ୍ୟ :-
ଆବର୍ତ୍ତୀ ଗତିରେ ବସ୍ତୁ ନିଜ ଅକଶା ଚାରିପଟେ ଗତି କରିଥାଏ କିନ୍ତୁ ବୃତ୍ତୀୟ ଗତିରେ ବସ୍ତୁ ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ଚାରିପଟେ ଘୂର୍ଣ୍ଣନ କରେ |
ଆବର୍ତ୍ତୀଗତିର ଉଦାହରଣ – ନଟୁର ଗତି, ପୃଥିବୀ ନିଜ କକ୍ଷ ଚାରିପଟେ କରୁଥିବା ଗତି |
ବୃତ୍ତୀୟ ଗତିର ଉଦାହରଣ – ସୂର୍ଯ୍ୟ ଚାରିପଟେ ପୃଥିବୀର ଘୂର୍ଣ୍ଣନ, ବେଙ୍ଗଳାରେ ବଳଦମାନଙ୍କର ଗତି |
4. ତୁମେ ଗୋଟିଏ ଗତିଶୀଳ ବସ୍ ଭିତରେ ବସିଥିବା ବେଳେ ,
a) ବସ୍ ଟି ତୁମ ପାଇଁ ଗତିଶିଳା କି ?
. ନା, ଗତିଶୀଳ ନୁହେଁ l
b) ରାସ୍ତାକଡରେ ଥିବା ଗଛ ତୁମ ପାଇଁ ଗତିଶୀଳ କି ?
. ହଁ, ଗତିଶୀଳ |
5. କେଉଁ ଉପାୟରେ ତୁମେ ଗୋଟିଏ ପର୍ବତକୁ ତୁମ ପାଇଁ ଗତିଶୀଳ କରି ଦେଇପାରିବ ଲେଖ ? ଏ ବିଷୟରେ ତୁମର ଶିକ୍ଷକ ସହିତ ଆଲୋଚନା କର |
. ଆମେ ଟ୍ରେନ୍ କି ବସ୍ ରେ ଗତି କଲାବେଳେ ବାଟରେ ପର୍ବତ ପଡିଲେ ତାହା ଆମ ପାଇଁ ଗତିଶୀଳ ଅଟେ |
Truly Indian Brand
Truly Indian Brand