Odia Medium Class 3 Social Science Chapter-3 ବଣଭୋଜି (Banabhoji) Notes

Sugyani Panigrahi MA'AM avatar
Sugyani Panigrahi MA'AM

Language : Odia

LRNR provides this material totally free

Odia Medium Class 3 Social Science Chapter-3 ବଣଭୋଜି (Banabhoji) Notes



ଆମେ ସାଧାରଣତଃ ଭାତ, ରୁଟି , ଡାଲି, ପନିପରିବା , ଦୁଧ , ମାଛ , ମାଂସ , ଅଣ୍ଡା ଓ ଫଳମୂଳ ଖାଇଥାଉ |


ଖାଦ୍ୟପାଇଁ ଆମେ ଫସଲ ଉପରେ ନିର୍ଭର କରୁ | ଭାତ ପାଇଁ ଚାଉଳ ଦରକାର | ଚାଉଳ ଧାନରୁ ମିଳେ |


ରୁଟିପାଇଁ ଅଟା ଦରକାର | ଅଟା ଗହମରୁ ମିଳେ |


ହରଡ଼ , ମୁଗ , ବିରି , କୋଳଥରୁ ଡାଲି ମିଳେ | ଏସବୁକୁ ଖାଦ୍ୟ ଶସ୍ୟ କୁହାଯାଏ |


ଆଉ ମଧ୍ୟ ସୋରିଷ , ବାଦାମ , ରାଶି (ଖସା) , ଅଳସି , ସୂର୍ଯ୍ୟମୁଖୀ ,ନଡିଆ ଇତ୍ୟାଦିରୁ ତେଲ ମିଳେ |


ଆଳୁ , ବାଇଗଣ , କଦଳୀ, କଲରା , ଭେଣ୍ଡି , ଜହ୍ନି , କୋବି , ଟମାଟୋ ଆଦି ପରିବା ଆମେ ଖାଇଥାଉ |


ଆମ୍ବ , ଅମୃତଭଣ୍ଡା , ପିଜୁଳି, ପଣସ , ସେଓ ଭଳି ଫଳ ଆମେ ବେଳେବେଳେ ଖାଉ |


ଖାଦ୍ଯ ଶସ୍ୟ , ପନିପରିବା ଓ ଫଳମୂଳ ଚାଷରୁ ମିଳେ | ଯିଏ ଏ ସବୁ ଚାଷ କରନ୍ତି ତାଙ୍କୁ ଚାଷୀ ବା କୃଷକ କହୁ |


ଏହା ଛଡା ସ୍ୱାସ୍ଥ୍ୟ ପାଇଁ ଆମେ ଗାଈ ଓ ମାଇଁଶିର କ୍ଷୀର ପିଉ , ମାଛ ଖାଉ |


ଅଣ୍ଡା ପାଇଁ କୁକୁଡ଼ା ଓ ବତକ ପାଳୁ , ମାଂସ ପାଇଁ ଛେଳି ମେଣ୍ଢା ଓ କୁକୁଡ଼ା ଉପରେ ନିର୍ଭର କରୁ ଏସବୁକୁ ଯେଉଁମାନେ ପାଳି ବ୍ୟବସାୟ କରନ୍ତି, ସେମାନଙ୍କୁ ଗୋପାଳନ ଓ ପଶୁପାଳକ କୁହାଯାଏ |


ଲୋକମାନେ ବିଭିନ୍ନ କାର୍ଯ୍ୟକାରୀ ପରିବାର ଚଳାନ୍ତି | ଏ


ଗୁଡିକ ସେମାନଙ୍କର ଜୀବିକା ବା ବୃତ୍ତି ଅଟେ |


|


Ratings
No reviews yet, be the first one to review the product.