Odia Medium Class 4 Social Science Chapter-4 ଆମ ଦେଶ ଓ ଆମ ରାଜ୍ୟ (Ama Desa o Ama Rajya) Question & Answer

Language : Odia

LRNR provides this material totally free

Odia Medium Class 4 Social Science Chapter-4 ଆମ ଦେଶ ଓ ଆମ ରାଜ୍ୟ (Ama Desa o Ama Rajya) Question & Answer


1.   ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର |


କ) ଆମ ଦେଶରେ ୨୮ ଟି ରାଜ୍ୟ ଅଛି |


ଖ) ଆମ ଦେଶରେ ୮ ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି |


ଗ) ନୂଆରାଜ୍ୟ ତେଲେଙ୍ଗନା ହେବାରୁ ମୋର ରାଜ୍ୟ ସଂଖ୍ୟା ୨୮ |


2.   କୋଠରି ମଧ୍ୟରୁ କେବଳ କେନ୍ଦ୍ରଶାସିତ ଅଙ୍କଳର ନାମ ବାଛି ପାଖ କଠୋରିରେ ଲେଖ |


ଦିଲ୍ଲୀ , ଲାକ୍ଷାଦ୍ଵୀପ , ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ , ଡାମନଓଡିଉ , ଦାଦ୍ରା ଓ ନଗର ହାବେଳି , ଚଣ୍ଡୀଗଡ , ପୁଡୁଚେରୀ


3.   ଉତ୍ତର ଲେଖ |


କ) ଆମ ରାଜ୍ୟ ଭାରତର କେଉଁ ଭାଗରେ ଅବସ୍ଥିତ ?


ଉତ୍ତର : ପୂର୍ବ ଭାଗରେ


ଖ) ଆମ ରାଜ୍ୟକୁ ଲାଗି କେଉଁ କେଉଁ ରାଜ୍ୟ ଅବସ୍ଥିତ ?


ଉତ୍ତର :ଆମ ରାଜ୍ୟକୁ ଲାଗି ଆନ୍ଧ୍ରପ୍ରଦେଶ , ଛତିଶଗଡ଼ , ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ରାଜ୍ୟ ଅଛି ଗ) ଓଡ଼ିଶା କେତୋଟି ପ୍ରାକୃତିକ ବିଭାଗରେ ବିଭକ୍ତ ଓ ସେଗୁଡ଼ିକର ନାମ କ’ଣ ଓଡ଼ିଶା ୩ ଟି ପ୍ରାକୃତିକ ବିଭାଗରେ ବିଭକ୍ତ |


ସେଗୁଡ଼ିକର ନାମ ହେଲା ·

    ପାର୍ବତ୍ୟ ଅଞ୍ଚଳ

·    ମାଳ ଅଞ୍ଚଳ

·    ସମତଳ ଅଞ୍ଚଳ


ଘ) ଓଡ଼ିଶାର ଉଚ୍ଚତମ ପର୍ବତ କିଏ ? ଦେଓମାଳି


ଙ) ଆମ ରାଜ୍ୟର କେଉଁ କେଉଁ ଜିଲ୍ଲାରେ ବେଶୀ ଗରମ ଓ ବେଶୀ ଶୀତ ହୁଏ ?


ବଲାଙ୍ଗୀର , ନୂଆପଡ଼ା, ବରଗଡ଼ , ସୁବର୍ଣ୍ଣପୁର , ସମ୍ବଲପୁ


4.   ତଳେ ଲେଖାଯାଇଥିବା ଉକ୍ତିଗୁଡିକୁ ଉପଯୁକ୍ତ ଘରେ ଲେଖ |


ପାର୍ବତ୍ୟ ଅଞ୍ଚଳ – ଭୂମି ଟାଙ୍ଗରା


ମାଳ ଅଞ୍ଚଳ – ବହୁତ ଗରମ ହୁଏ , ଉଚ୍ଚ ପାହାଡ ଦେଖାଯାଏ |


ସମତଳ ଅଞ୍ଚଳ – ଅତ୍ୟଧିକ ଥଣ୍ଡା ବା ଗରମ ହୁଏ ନାହିଁ |


ସମୁଦ୍ରର ପ୍ରଭାବ ଅନୁଭୂତ ହୁଏ , କୃଷିକାର୍ଯ୍ୟ ଭଲ ହୁଏ ଭୂମି ସମତଳ | 



|

Ratings
No reviews yet, be the first one to review the product.