- SCHOOL BOARDS
- BSE/CHSE ODISHA
- CLASS 4
- SOCIAL SCIENCE
- Odia Medium Class 4 Social Science Chapter-10 ପଦାର୍ଥ (Padartha) Notes

Odia Medium Class 4 Social Science Chapter-10 ପଦାର୍ଥ (Padartha) Notes

Language : Odia
LRNR provides this material totally free
Odia Medium Class 4 Social Science Chapter-10 ପଦାର୍ଥ (Padartha) Notes
· ଜଳର ତିନୋଟି ଅବସ୍ଥା
· ଜଳକୁ ଗରମ କଲେ ତାହା ବାଷ୍ପ ହୁଏ |
· ବାମ୍ଫ ଜଳର ଏକ ଅବସ୍ଥା |
· ବରପହକୁ ଗରମ କଲେ ତାହା ଜଳ ହୁଏ | ଜଳକୁ ଗରମକଲେ ତାହା ବାଷ୍ପରେ ପରିଣତ ହୁଏ |
· ବରଫ ବାହାରେ ସାଧାରଣ ତାପମାତ୍ରାରେ ରହିଲେ → ଜଳ → ଜଳ ଗରମ କଲେ → ବାଷ୍ପ → ବରଫ ଥଣ୍ଡା ହେଲେ → ଜଳ → ଗରମ ହେଲେ → ବାଷ୍ପ
· ଭାତ ହାଣ୍ଡି ଉପରେ ଥିବା ଘୋଡଣି ବାୟୁ ସଂସ୍ପର୍ଶରେ ଆସି ଥଣ୍ଡା ହୁଏ | ଭାତ ରାନ୍ଧିବା ବେଳେ ହାଣ୍ଡିରୁ ବାହରୁଥିବା ବାମ୍ଫ ବା ବାଷ୍ପ ଘୋଡଣିରେ ଲାଗି ଥଣ୍ଡା ହୋଇ ଜଳରେ ପରିଣତ ହୁଏ |
· ଶୀତ ଦିନେ ବାୟୁମଣ୍ଡଳ ଅତ୍ୟଧିକ ଥଣ୍ଡା ହୋଇଯିବାରୁ ନଡିଆ ତେଲ ବସିଯାଏ | ଏହାକୁ ଗରମ କଲେ ବା ଖରାରେ ରଖିଲେ ତରଳ ହୋଇଯାଏ |
· କେତେକ କଠିନ ପଦାର୍ଥକୁ ଗରମ କଲେ ତାହା ତରଳ ନ ହୋଇ ସିଧାସଳଖ ବାଷ୍ପରେ ପରିଣତ ହୁଏ | କର୍ପୂର ଭଳି ଆୟୋଡିନ୍ କୁ ଗରମ କଲେ ତାହା ମଧ୍ୟ ତରଳି ନ ଯାଇ ସିଧାସଳଖ ବାଷ୍ପରେ ପରିଣତ ହୁଏ |
Truly Indian Brand