- SCHOOL BOARDS
- BSE/CHSE ODISHA
- CLASS 4
- SOCIAL SCIENCE
- Odia Medium Class 4 Social Science Chapter-4 ଆମ ଖାଦ୍ୟ ସାମଗ୍ରୀ ଓ ଉତ୍ପାଦନ କରୁଥିବା କର୍ମଜୀବୀ (Ama Khadya Samagri O Utpadana Karuthiba Karmajibi ) Notes

Odia Medium Class 4 Social Science Chapter-4 ଆମ ଖାଦ୍ୟ ସାମଗ୍ରୀ ଓ ଉତ୍ପାଦନ କରୁଥିବା କର୍ମଜୀବୀ (Ama Khadya Samagri O Utpadana Karuthiba Karmajibi ) Notes

Language : Odia
LRNR provides this material totally free
Odia Medium Class 4 Social Science Chapter-4 ଆମ ଖାଦ୍ୟ ସାମଗ୍ରୀ ଓ ଉତ୍ପାଦନ କରୁଥିବା କର୍ମଜୀବୀ (Ama Khadya Samagri O Utpadana Karuthiba Karmajibi ) Notes
- ଆମେ ଯେଉଁ ସବୁ ଖାଦ୍ୟ ଖାଇଥାଉ, ତାହାର ମୂଳ ଉପାଦାନକୁ ସାଧାରଣତଃ କୃଷକ ଜମିରୁ ବିଭିନ୍ନ ଶସ୍ୟ ଆକାରରେ ଉତ୍ପାଦନ କରିଥାଏ |
- ସେହି ସବୁ ଶସ୍ୟ ମଧ୍ୟରୁ ଧାନ, ବିରି, ମୁଗ, ହରଡ଼, ରାଶି, ଚିନାବାଦାମ, ସୋରିଷ, ଅଳସି, ନଡିଆ ତେଲ ଆଦି ପ୍ରଧାନ |
- ଖାଦ୍ୟ ଉତ୍ପାଦନ କରିବା ପାଇଁ ବହୁ ଲୋକ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇଥାନ୍ତି |
- ସେହି କାର୍ଯ୍ୟ ଯୋଗୁଁ ସେମାନେ ଅର୍ଥ ରୋଜଗାର କରନ୍ତି ଓ ସେମାନଙ୍କର ପରିବାର ଚଳାନ୍ତି |
- ଏହି କାର୍ଯ୍ୟ ହେଉଛି ସେମାନଙ୍କର ଜୀବିକା ବା ବୃତ୍ତି |
- କାରିଗରଙ୍କ ନାମ ତାଙ୍କର କାର୍ଯ୍ୟ କୃଷକର କାର୍ଯ୍ୟ ସହ ସମ୍ପର୍କ
- ବଢେଇ:- ଲଙ୍ଗଳ, ଯୁଆଳି , ପ୍ରସ୍ତୁତ କରିବା ଚାଷ କାର୍ଯ୍ୟରେ ଉପକରଣ ରୂପେ ବ୍ୟବହାର
- କୃଷକ:- ହଳ କରି ଜମି ପ୍ରସ୍ତୁତ କରିବା ବିହନ ବୁଣିବା, କାର୍ଯ୍ୟ ସାମଗ୍ରୀ
- ଲଙ୍ଗଳ, ଯୁଆଳି , ବଳଦ, କୋଦାଳ , କୋଚି, ମଇ
- ବିଲରେ ପାଣି ମଡାଇବା, ବେଉଷଣ କରିବା,
- ଖତ ଓ ସାର ଦେବା, ପୋକମରା ଦ୍ରବ୍ୟ ପକାଇବା
- ଗୁଡ ତିଆରି କରିବା କାରିଗର:-ଆଖୁ କୁ ସଫା କରିବା, କାଟିବା ଓ ପେଡିବା, ଆଖୁରସ ବାହାର କରିବା
- ଗୋପାଳକ:-ଦୁଧରୁ ଦହି, ଛେନା,ଲହୁଣୀ ଓ ଘିଆ ତିଆରି କରିବା,ନିଜେ ଓ ନିଜ ପରିବାରର ଅନ୍ୟମାନେ ଗାଈଗୋରୁଙ୍କ ଯତ୍ନ ନେଇଥାନ୍ତି
Truly Indian Brand