- SCHOOL BOARDS
- BSE/CHSE ODISHA
- CLASS 4
- SOCIAL SCIENCE
- Odia Medium Class 4 Social Science Chapter-5 (Part-4) ଆଟଲସ ଓ ମାନଚିତ୍ରର ବ୍ୟବହାର (Atlas O Manachitrara Byabahara) Notes

Odia Medium Class 4 Social Science Chapter-5 (Part-4) ଆଟଲସ ଓ ମାନଚିତ୍ରର ବ୍ୟବହାର (Atlas O Manachitrara Byabahara) Notes

Language : Odia
LRNR provides this material totally free
Odia Medium Class 4 Social Science Chapter-5 (Part-4) ଆଟଲସ ଓ ମାନଚିତ୍ରର ବ୍ୟବହାର (Atlas O Manachitrara Byabahara) Notes
ପୃଥିବୀର ବିଭିନ୍ନ ମାନଚିତ୍ରକୁ ଏକାଠି କରି ଏକ ବହି କରାଯାଇଥାଏ | ତାହାକୁ ଆଟଲାସ କୁହାଯାଏ |
ଏଥିରେ ପୃଥିବୀର ସ୍ଥଳଭାଗ,ଜଳଭାଗ, ମହାଦେଶ, ମହାସାଗର ବିଭିନ୍ନ ଦେଶର ଭୂମିରୁପ, ଜଳବାୟୁ, ମୃତ୍ତିକା ଓ ଉଦ୍ଭିଦ ପ୍ରଭୃତିର ଅନେକ ଚିତ୍ର ଥାଏ |
କୌଣସି ଦେଶ ବା ଅଞ୍ଚଳ ବିଷୟରେ ପଢିବାବେଳେ ସେହି ସ୍ଥାନର ଚିତ୍ର ମନେ ପକାଇବା ଦରକାର |
ସେଥିରୁ ଆମେ ସେହି ଅଞ୍ଚଳ ବା ଦେଶର ଅବସ୍ଥିତି, ଭୂମିରୁପ ଇତ୍ୟାଦି ଜାଣିପାରିବା ବହିପଢିବାକୁ ହେଲେ ବହିର ଭାଷା ଜାଣିବା ଦରକାର |
ମାନଚିତ୍ରରେ ତଥ୍ୟଗୁଡିକ ଚିହ୍ନ ବା ସଙ୍କେତ ଓ ରଙ୍ଗ ସାହାଯ୍ୟରେ ଦେଖାଇ ଦିଆଯାଇଥାଏ | ଏହାକୁ ମାନଚିତ୍ର ଭାଷା କୁହାଯାଏ |
ଭୂମିରୁପର ନାମ ରଙ୍ଗ
ଉଚ୍ଚଭୂମି ମାଟିଆରଙ୍ଗ
ସମତଳ ଭୂମି ସବୁଜରଙ୍ଗ
ଜଳଭାଗ ନୀଳରଙ୍ଗ
Truly Indian Brand