Odia Medium Class 4 Social Science Chapter-5 (Part-4) ଆଟଲସ ଓ ମାନଚିତ୍ରର ବ୍ୟବହାର (Atlas O Manachitrara Byabahara) Notes

Sugyani Panigrahi MA'AM

Language : Odia

LRNR provides this material totally free

Odia Medium Class 4 Social Science Chapter-5 (Part-4) ଆଟଲସ ଓ ମାନଚିତ୍ରର ବ୍ୟବହାର (Atlas O Manachitrara Byabahara) Notes


ପୃଥିବୀର ବିଭିନ୍ନ ମାନଚିତ୍ରକୁ ଏକାଠି କରି ଏକ ବହି କରାଯାଇଥାଏ | ତାହାକୁ ଆଟଲାସ କୁହାଯାଏ |


ଏଥିରେ ପୃଥିବୀର ସ୍ଥଳଭାଗ,ଜଳଭାଗ, ମହାଦେଶ, ମହାସାଗର ବିଭିନ୍ନ ଦେଶର ଭୂମିରୁପ, ଜଳବାୟୁ, ମୃତ୍ତିକା ଓ ଉଦ୍ଭିଦ ପ୍ରଭୃତିର ଅନେକ ଚିତ୍ର ଥାଏ |


କୌଣସି ଦେଶ ବା ଅଞ୍ଚଳ ବିଷୟରେ ପଢିବାବେଳେ ସେହି ସ୍ଥାନର ଚିତ୍ର ମନେ ପକାଇବା ଦରକାର |


ସେଥିରୁ ଆମେ ସେହି ଅଞ୍ଚଳ ବା ଦେଶର ଅବସ୍ଥିତି, ଭୂମିରୁପ ଇତ୍ୟାଦି ଜାଣିପାରିବା ବହିପଢିବାକୁ ହେଲେ ବହିର ଭାଷା ଜାଣିବା ଦରକାର |


ମାନଚିତ୍ରରେ ତଥ୍ୟଗୁଡିକ ଚିହ୍ନ ବା ସଙ୍କେତ ଓ ରଙ୍ଗ ସାହାଯ୍ୟରେ ଦେଖାଇ ଦିଆଯାଇଥାଏ | ଏହାକୁ ମାନଚିତ୍ର ଭାଷା କୁହାଯାଏ |


ଭୂମିରୁପର ନାମ     ରଙ୍ଗ


ଉଚ୍ଚଭୂମି           ମାଟିଆରଙ୍ଗ


ସମତଳ ଭୂମି      ସବୁଜରଙ୍ଗ


ଜଳଭାଗ        ନୀଳରଙ୍ଗ


Ratings
No reviews yet, be the first one to review the product.