- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science Chapter 5 Bastura Prakara Veda ( ବସ୍ତୁର ପ୍ରକାର ଭେଦ ) Question & Answer

Odia Medium Class 6 Science Chapter 5 Bastura Prakara Veda ( ବସ୍ତୁର ପ୍ରକାର ଭେଦ ) Question & Answer

Language : Odia
LRNR provides this material totally free
Odia Medium Class 6 Science Chapter 5 Bastura Prakara Veda ( ବସ୍ତୁର ପ୍ରକାର ଭେଦ ) Question & Answer
ବସ୍ତୁର ପ୍ରକାର ଭେଦ
1. ନିମ୍ନଲିଖିତ ବସ୍ତୁଗୁଡିକ ମଧ୍ୟରୁ କେଉଁଟି ପ୍ରାକୃତିକ ନୁହେଁ ?
a) କାଠ
b) କାଗଜ
c) ଖଣିଜ ତୈଳ
d) ମାଟି
2. ନିମ୍ନଲିଖିତ ବସ୍ତୁ ଗୁଡିକ ମଧ୍ୟରୁ କେଉଁଟି ନିର୍ଜୀବ ?
i.
a) ସାପ
b) ଭାଙ୍ଗିଯାଇଥିବା ତୁମ ଦାନ୍ତ
c) ଗେଣ୍ଡା
d) ଗଜା ବୁଟ
ii.
a) ଗୋଟା ମୁଗ
b) ମୁଗ ଡାଲି
c) ଗଜାମୁଗ
d) ମୁଗଗଛ
3. ପ୍ରଥମ ଶବ୍ଦ ଦ୍ଵୟର ସମ୍ପର୍କକୁ ଦେଖି ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଶୂନ୍ୟସ୍ଥାନରେ ଲେଖ |
a) କାଠ : ଅସ୍ଵଚ୍ଛ :: କାଚ : ସ୍ବଚ୍ଛ |
b) ଚିନି : ଦ୍ରବଣୀୟ :: ପଥର : ଅଦ୍ରବଣୀୟ |
c) ସୁନା : ଧାତୁ :: ଅଙ୍ଗାର : ଅଧାତୁ |
d) ପାଣିରେ ବୁଡିଯିବା : ଗୋଡି :: ଭାସିବା : ତେଲ |
4. କଠିନ ଓ ନରମ ପ୍ରକାର ଭେଦରେ ନିମ୍ନଲିଖିତ ବସ୍ତୁଗୁଡିକୁ ଶ୍ରେଣୀ ବିଭାଗ କର |
କଠିନ ନରମ
ପିନ କଣ୍ଟା ତୁଳା ବିଣ୍ଡା
ଡ଼ଟ ପେନରେ ଥିବା ସ୍ପ୍ରିଙ୍ଗ ରବର ପେଣ୍ଡୁ
ବରଫ ଖଣ୍ଡ ସୋଲ
ସାବୁନ
5. କେଉଁ ବାକ୍ୟଟି ଠିକ ?
a) ତୁମ ବହି ପୃଷ୍ଠାର ଉଜ୍ଜ୍ଵଳତା ଅଛି |
b) ୟୁରିଆ ସାର ଜଳରେ ଦ୍ରବଣୀୟ ଅଟେ |
c) ସବୁ କାଠ ପାଣିରେ ଭାସେ |
d) କାଚ ଏକ ସ୍ବଚ୍ଛ ବସ୍ତୁ |
6. ପାର୍ଥକ୍ୟ ଓ ସାଦୃଶ୍ୟ ଲେଖ l
a. ଆଲୁମିନିୟମ ଓ ରବର :-
ସାଦୃଶ୍ୟ :- ଦୁଇଟି ଯାକ ନିର୍ଜୀବ ଓ କଠିନ |
ପାର୍ଥକ୍ୟ :- ଆଲୁମିନିୟମ ଧାତୁ କିନ୍ତୁ ରବର ଅଧାତୁ | ଆଲୁମିନିୟମର ଉଜ୍ଜ୍ଵଳତା ଅଛି ରବରର ନାହିଁ |
b. କାଚ ଗୁଣ୍ଡ ଓ ଲୁଣ :-
ସାଦୃଶ୍ୟ :- ଉଭୟ କଠିନ ଓ କୃତ୍ରିମ |
ପାର୍ଥକ୍ୟ :- କାଚ ଗୁଣ୍ଡ ଜଳରେ ଅଦ୍ରବଣୀୟ କିନ୍ତୁ ଲୁଣ ଦ୍ରବଣୀୟ |
c. ସୋଲ ଓ ଷ୍ଟିଲ ଚାମଚ :-
ସାଦୃଶ୍ୟ :- ଉଭୟ ନିର୍ଜୀବ |
ପାର୍ଥକ୍ୟ :- ଷ୍ଟିଲ ଚାମଚର ଉଜ୍ଜ୍ଵଳତା ଅଛି କିନ୍ତୁ ସୋଲର ନାହିଁ |
ଷ୍ଟିଲ ଚାମଚ ଧାତୁ କିନ୍ତୁ ସୋଲ ଅଧାତୁ |
d. କିରୋସିନ୍ ଓ ପାରଦ :-
ସାଦୃଶ୍ୟ :- ଉଭୟ ତରଳ ଓ ଜଳରେ ଅଦ୍ରବଣୀୟ |
ପାର୍ଥକ୍ୟ :- ପାରଦ ଧାତୁ କିନ୍ତୁ କିରୋସିନ୍ ଅଧାତୁ |
Truly Indian Brand