Odia Medium Class 8 Geography Chapter-5 Manaba Sambala (ମାନବ ସମ୍ବଳ) Question & Answer

Language : Odia

LRNR provides this material totally free

Odia Medium Class 8 Geography Chapter-5 Manaba Sambala (ମାନବ ସମ୍ବଳ) Question & Answer 




1.   ନିମ୍ନଲିଖିତ ପ୍ରଶ୍ନର ଉତ୍ତର |


a)   ଲୋକମାନଙ୍କୁ କାହିଁକି ସମ୍ବଳ କୁହାଯାଏ ?


b)   ମାନବ ସମ୍ବଳ ହିଁ ପ୍ରାଥମିକ ସମ୍ବଳ | ଶିକ୍ଷିତ, ସ୍ୱାସ୍ଥ୍ୟବାନ ଓ ଉଦଯୋଗୀ ମଣିଷ ନିଜର ଆବଶ୍ୟକତା ଅନୁସାରେ ସମ୍ବଳ ବିକଶିତ କରୁଥିବାରୁ ଲୋକମାନଙ୍କୁ ସମ୍ବଳ କୁହାଯାଏ |


c)   ପୃଥିବୀରେ ଜନସଂଖ୍ୟା ବିତରଣରେ ଅସମାନତା ଦେଖାଯାଏ କାହିଁକି ?


d)   ଜନସଂଖ୍ୟାକୁ ପ୍ରଭାବିତ କରୁଥିବା ଭୌଗଳିକ କାରଣ ଯଥା : - ଭୂମିରୂପ , ଜଳବାୟୁ , ମୃତ୍ତିକା, ଜଳ , ଖଣିଜ, ପଦାର୍ଥ ସର୍ବତ୍ର ସମାପରିମାଣରେ ଉପଲବ୍ଧ ହୁଏନାହିଁ |


e)   ପୃଥିବୀର ଜନସଂଖ୍ୟା ଦ୍ରୁତ ବୃଦ୍ଧି ପାଉଛି କାହିଁକି ?


f)   ଉନ୍ନତ ଖାଦ୍ୟ ଯୋଗାଣ ଓ ଔଷଧ ବ୍ୟବହାର ଯୋଗୁଁ ମୃତ୍ୟୁ ସଂଖ୍ୟାହ୍ରାସ ପାଇବାରେ ଲାଗିଛି ମାତ୍ର ଜନ୍ମସଂଖ୍ୟା ପୂର୍ବଭଳି ଅଧିକ ରହିଛି | ତେଣୁ ପୃଥିବୀର ଜନସଂଖ୍ୟା ଦ୍ରୁତବୃଦ୍ଧି ପାଉଛି |

g)   ଜନସଂଖ୍ୟା ପରିବର୍ତ୍ତନରେ ଯେକୌଣସି ଦୁଇଗୋଟି କାରଣର ଭୂମିକା ଆଲୋଚନା କର |


h)   ଜନ୍ମ ଓ ମୃତ୍ୟୁ ଜନସଂଖ୍ୟା ପରିବର୍ତ୍ତନର ଦୁଇଟି ମୁଖ୍ୟ ପ୍ରାକୃତିକ କାରଣ | କାରଣ ଏହି ସମୟରେ ଜନ୍ମ ନେଉଥିବା ଅଧିକାଂଶ ଶିଶୁ ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ଆଭାବରୁ ମୃତ୍ୟୁବରଣ କରୁଥିଲେ |


i)    ଉନ୍ନତ ଖାଦ୍ୟଯୋଗାଣ ଓ ଔଷଧର ବ୍ୟବହାର ଯୋଗୁଁ ମୃତ୍ୟୁ ସଂଖ୍ୟାହ୍ରାସ ପାଉଥିବାବେଳେ ଜନ୍ମସଂଖ୍ୟା ପୂର୍ବଭଳି ଅଧିକ ରହିଛି |


j)    ଜନସଂଖ୍ୟା ଗଠନ କହିଲେ କ’ଣ ବୁଝାଏ ?


k)   ଜନସଂଖ୍ୟା ଗଠନ କହିଲେ ଜନସଂଖ୍ୟା ସଂରଚନାକୁ ବୁଝାଏ |


l)    ଜନସଂଖ୍ୟା ପିରାମିଡରୁ ଜନସଂଖ୍ୟା ଗଠନ ସମ୍ବନ୍ଧରେ ଅଧ୍ୟୟନ କରିବା ସହଜ ହୋଇଥାଏ |


m)  ଜନସଂଖ୍ୟା ପିରାମିଡ କ’ଣ ? କୌଣସି ଦେଶର ଲୋକଙ୍କ ସମ୍ବନ୍ଧରେ ଜାଣିବାରେ ଏହା କିପରି ସାହାଯ୍ୟ କରେ ?


n)   ଜନସଂଖ୍ୟା ପିରାମିଡ଼୍ କହିଲେ କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୈଖିକ ଚିତ୍ରକୁ ବୁଝାଏ |o)   ଜନସଂଖ୍ୟା ପିରାମିଡ଼୍ ରୁ କୌଣସି ଦେଶର ଜନସଂଖ୍ୟା ଗଠନ ସମ୍ବନ୍ଧରେ ଅଧ୍ୟୟନ କରିବା ସହଜ ହୋଇଥାଏ |


2.   ଠିକ୍ ଉତ୍ତର |


a)   କୌଣସି ଅଞ୍ଚଳରେ ଯେଉଁପରି ଭାବେ ଲୋକମାନେ ବାଣ୍ଟି ହୋଇ ରହିଥାନ୍ତି |


b)   ଜନ୍ମ, ମୃତ୍ୟୁ , ସ୍ଥାନାନ୍ତରଣ


c)   600 କୋଟି


d)   କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୌଖିକ ଚିତ୍ର


3.   କୌଣସି ଅଙ୍କଳରେ ଅଧିକ ଲୋକ ବସବାସ କଲେ ଜନସଂଖ୍ୟାର ଘନତା  ବୃଦ୍ଧି ପାଏ |

ଏହାକୁ ପ୍ରଭାବିତ କରୁଥିବା କାରଣ ଗୁଡିକ ମଧ୍ୟରେ - ଅନୁକୂଳ , ଜଳବାୟୁ , ପ୍ରାକୃତିକ ସମ୍ବଳର ଉପଯୁକ୍ତ ଉପଲବ୍ଧି ଓ ଉର୍ବର ଭୂମି ପ୍ରଧାନ |



Ratings
No reviews yet, be the first one to review the product.