Skip to content

Last Updated: March 27, 2025

Ame Dharani Bukure ଆମେ ଧରଣୀ ବୁକୁରେ  Class 7 Odia Chapter 21 Question and Answer

Ame Dharani Bukure ଆମେ ଧରଣୀ ବୁକୁରେ Class 7 Odia Chapter 21 Question and Answer

Language: Odia

ଆମେ ଧରଣୀ ବୁକୁରେ ୧. ଉତ୍ତର କୁହ | କ) ଅଦ୍ଭୁତ ପିଲାଟି କିପରି ଦେଖାଯାଉଥିଲା ? ଉ : ଅଦ୍ଭୁତ ପିଲାଟିର ଚେହେରା ସାଧାରଣ ପିଲାର ଚେହେରାଠାରୁ ଭିନ୍ନ ଥିଲା | ତାହାର ମୁଣ୍ଡ ସାଧାରଣ ପିଲାମାନଙ୍କ ମୁଣ୍ଡ ଅପେକ୍ଷା ବଡ଼ ଥିଲା | ଆଖି ଦୁଇଟି ଜ୍ଵଳନ୍ତ ଅଙ୍ଗାର ଭଳି ଉଜ୍ଜଳ ଦିଶୁଥିଲା ଓ କାନ ଦୁଇଟି ଥିଲା ଅସମ୍ଭବ ଭାବରେ ଲମ୍ବା | ମୁହଁରେ ଗମ୍ଭୀରତା ସହିତ ସେ ଦେହରେ ଅଦ୍ଭୁତ ପୋଷାକ ପିନ୍ଧିଥିଲା | ଖ) ପିଲାଟିକୁ ଭୂତ ଭାବି ଶିଳା ଓ ସୀମା ପଳାଇଯିବା ଦେଖି ରୂପା କ ’ ଣ କହିଲା ? ଉ : ପିଲାଟିର ଅଦ୍ଭୁତ ଚେହେରା ଦେଖି ଶିଳା ଓ ସୀମା ଡରି ଯାଇଥିଲେ ଓ ତାହାକୁ ଭୂତ ଭାବି ପଳାଇଯିବାକୁ ଉଦ୍ୟତ ହୋଇଥିଲେ | ସୀମାର ଜେଜେମା ’ ପିଲାଦିନେ ସେହି ଆମ୍ବତୋଟାରେ ଭୂତ ଦେଖୁଥିଲେ ବୋଲି ସୀମା ତାଙ୍କ ଠାରୁ ଶୁଣିଥିଲା | ରୂପା ଶିଳା ଓ ସାମାକୁ…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!