- Home
- ସପ୍ତମ ଅଧ୍ୟାୟ : ଭାରତ - ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ
- Bharata: Jalabayu,Prakrutika Udvida,Banyaprani O Ehara Sarankhyana(ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ) Class 6 Geography Chapter-7 (Part-2) :- Question & Answer
Last Updated: May 9, 2022
Bharata: Jalabayu,Prakrutika Udvida,Banyaprani O Ehara Sarankhyana(ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ) Class 6 Geography Chapter-7 (Part-2) :- Question & Answer
Language: Odia
ଭାରତ ଜଳବାୟୁ , ପ୍ରାକୃତିକ ଉଦ୍ଭିଦ , ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ ୧) ନିମ୍ନଲିଖିତ ପ୍ରଶ୍ନଗୁଡିକର ଉତ୍ତର ସଂକ୍ଷେପରେ ଲେଖ | କ) କେଉଁ ବାୟୁଦ୍ଵାରା ଭାରତରେ ବୃଷ୍ଟିପାତ ହୋଇଥାଏ ? ଏହା କାହିଁକି ଏତେ ଗୁରୁତ୍ବପୂର୍ଣ୍ଣ ? ଉ : ମୌସୁମୀ ବାୟୁଦ୍ଵାରା ଭାରତରେ ବୃଷ୍ଟିପାତ ହୋଇଥାଏ | ଏହା ଏକ ଋତୁକାଳୀନ ବାୟୁ ପ୍ରବାହ ଭାରତର କୃଷି ଏହି ବୃଷ୍ଟିପାତ ଉପରେ ନିର୍ଭର କରୁଥିବାରୁ ଏହା ଖୁବ ଗୁରୁତ୍ଵପୂର୍ଣ୍ଣ | ଖ) ଭାରତରେ ଅନୁଭୂତ ଋତୁଗୁଡିକର ନାମ ଲେଖ | ଉ : ଭାରତରେ ଅନୁଭୂତ ୪ ଗୋଟି ମୁଖ୍ୟ ଋତୁ ହେଲା – ଗ୍ରୀଷ୍ମ ଋତୁ, ବର୍ଷା ଋତୁ, ଶରତ ଋତୁ ଓ ଶୀତ ଋତୁ ଗ) ପ୍ରାକୃତିକ ଉଦ୍ଭିଦ କାହାକୁ କୁହାଯାଏ ? ଉ : ମଣିଷର ବିନା ସାହାଯ୍ୟରେ ଆପେ ଆପେ ବଢିଥିବା ଘାସ , ଓ ଗଛଲତାକୁ ପ୍ରାକୃତିକ ଉଦ୍ଭିଦ କୁହାଯାଏ | ଘ) ଭାରତରେ ଦେଖାଯାଉଥିବା…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material