Skip to content

Last Updated: July 11, 2022

Banya Prani Sambala ବନ୍ୟପ୍ରାଣୀ ସମ୍ବଳ Class 10 Geography Chapter 2  -Unit - 2 - Notes

Banya Prani Sambala ବନ୍ୟପ୍ରାଣୀ ସମ୍ବଳ Class 10 Geography Chapter 2 -Unit - 2 - Notes

Language: Odia

ବନ୍ୟପ୍ରାଣୀ ସମ୍ବଳ ସମଗ୍ର ପୃଥିବୀକୁ ଜୈବ ବିବିଧତା ଅନୁସାରେ 12 ଟି ବୃହତ୍ କେନ୍ଦ୍ର ଏବଂ 18 ଟି ତପ୍ତ ସ୍ଥଳରେ ବିଭକ୍ତ କରାଯାଇଛି | ଭାରତରେ ଜୈବ ବିବିଧତା ର ଏକ ବୃହତ୍ କେନ୍ଦ୍ର ଏବଂ 2 ତପ୍ତ ସ୍ଥଳ ଯଥାକ୍ରମେ ଉତ୍ତର – ପୂର୍ବ ଭାରତ ଓ ପଶ୍ଚିମଘାଟ ରହଛି | ପୃଥିବୀର ସମୁଦାୟ 15 ଲକ୍ଷ ପ୍ରଜାତିର ପଶୁମାନଙ୍କ ମଧ୍ୟରୁ ଭାରତରେ 89,000 ପ୍ରକାର ପଶୁ , 1200 ପ୍ରକାର ପ୍ରଜାତିର ପକ୍ଷୀ , 2500 ପ୍ରକାର ମାଛ ଏବଂ 45,000 ରୁ ଉର୍ଦ୍ଧ୍ଵ ପ୍ରଜାତିର ଉଦ୍ଭିଦ , ଅନେକ ପ୍ରଜାତିର ସରୀସୃପ , ଉଭୟଚର ପ୍ରାଣୀ , ସ୍ତନପାୟୀ ପ୍ରାଣୀ ,କୀଟପତଙ୍ଗ ଇତ୍ୟାଦି ଦେଖାଯାନ୍ତି | ଭାରତରେ 5 ଟି ବିଶ୍ଵ ଐତିହ୍ୟସ୍ଥଳୀ , 18 ଟି ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳ ଏବଂ 26 ଟି ରାମସାର ସ୍ଥଳୀ (ଆର୍ଦ୍ର ଭୂମି) ରହିଛି | 2019 ଜୈବ ବିବିଧତା ସଂରକ୍ଷଣ ନିମନ୍ତେ…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!