- Home
- ତୃତୀୟ ଅଧ୍ୟାୟ : ଚତୁର୍ଥ ପାଠ - ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ଅର୍ଥନୀତି
- Swadhinata Parabarti Bharatiya Arthaniti ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ଅର୍ଥନୀତି Class 10 History Unit - 3 Chapter - 4 - Notes
Last Updated: May 7, 2022
Swadhinata Parabarti Bharatiya Arthaniti ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ଅର୍ଥନୀତି Class 10 History Unit - 3 Chapter - 4 - Notes
Language: Odia
ଚତୁର୍ଥ ପାଠ ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ଅର୍ଥନୀତି ୧୯୧୪ ରୁ ୧୯୪୭ ମଧ୍ୟରେ ଭାରତୀୟ ଶିଳ୍ପାୟନକୁ ଆଗକୁ ନେଇଆଣି ପାରିଥିବା କେତେକ ପୁଞ୍ଜିପତି ଓ ଉଦ୍ୟୋଗପତିଙ୍କ ଉପସ୍ଥିତି | ଭାରତୀୟ ଅର୍ଥନୀତିକୁ ସୁଧାରିବା ପାଇଁ ଯେଉଁସବୁ ପଦକ୍ଷେପ ନେବାର ଆବଶ୍ୟକତା ଥିଲା ସେଗୁଡିକ ହେଲା – ଆତ୍ମନିର୍ଭରଶୀଳତା, ଆମଦାନୀହ୍ରାସ, ଦ୍ରୁତଶିଳ୍ପାୟନ, ଜମିଦାରୀ ପ୍ରଥା ଉଚ୍ଛେଦ, ଭୁସଂସ୍କାର କାର୍ଯ୍ୟକ୍ରମ ତଥା ସମବାୟ ଆନ୍ଦୋଳନ ଓ ସଶକ୍ତିକରଣ | ଯୋଜନା ଆୟୋଗ ଓ ପଞ୍ଚବାର୍ଷିକ ଯୋଜନା : ୧୯୫୦ ମସିହା ମାର୍ଚ୍ଚ ୧୫ ତାରିଖରେ ଭାରତ ସରକାର ଯୋଜନା ଆୟୋଗ ଗଠନ କଲେ | ପ୍ରଧାନ ମନ୍ତ୍ରୀ ଏହାର ଚେୟାରମେନ୍ ରହିଲେ | ୧୯୫୨ ଅଗଷ୍ଟ ୬ ତାରିଖରେ ଜାତୀୟ ଉନ୍ନୟନ ପରିଷଦ ପ୍ରତିଷ୍ଠା କରାଗଲା | ପ୍ରଥମ ପଞ୍ଚବାର୍ଷିକ ଯୋଜନା :- ୧୯୫୧ ରୁ ୧୯୫୬ ମସିହା ପର୍ଯ୍ୟନ୍ତ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material