Skip to content

Last Updated: May 11, 2022

Samajika Bikasha - ସାମାଜିକ ବିକାଶ- Class 10 History 4th -  Unit - 1st  Chapter-  Notes

Samajika Bikasha - ସାମାଜିକ ବିକାଶ- Class 10 History 4th - Unit - 1st Chapter- Notes

Language: Odia

ପ୍ରଥମ ପାଠ - ସାମାଜିକ ବିକାଶ ସ୍ଵାଧୀନତା ବେଳକୁ ଓଡ଼ିଶାର ଜନସଂଖ୍ୟା ଥିଲା ଏକକୋଟି ସଇଁତିରିଶି ଲକ୍ଷ | ଏଥି ମଧ୍ୟରୁ ୩୫ ଲକ୍ଷ ଥିଲେ ଆଦିବାଦୀ ଏବଂ ୧୮ ଲକ୍ଷ ୬୦ ହଜାର ଥିଲେ ଅନୁସୂଚିତ ଜାତି |୧୯୪୭ ମସିହାରେ ଆଇନ ପ୍ରଣୀତ ହୋଇ ସ୍ଥିର କରାଗଲା ଯେ ଅଣଆଦିବାସୀମାନେ ଆଦିବାସୀମାନଙ୍କ ଜମି କୌଣସି ଆଳରେ ଜବରଦଖଲ କରିପାରିବେ ନାହିଁ ଏବଂ ୧୯୪୭ ମାର୍ଚ୍ଚ ମାସରେ ଏକ ଆଇନ ପ୍ରଣୀତ ହୋଇ ମହାଜନମାନଙ୍କର ଋଣ କାରବାରକୁ ନିୟନ୍ତ୍ରିତ କରାଯାଇଥିଲା | ୧୯୪୯ ମସିହାରେ ଅପରାଧୀ ଜନଜାତି ଆଇନ ଭଳି ଅଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ରଦ୍ଦ କରିଦିଆଗଲା | ସ୍ଵାଧୀନତା ପରେ ଓ ବିଶେଷ କରି ଓଡ଼ିଶାରେ ଗଡ଼ଜାତ ମିଶ୍ରଣପରେ ଗ୍ରାମ୍ୟ ମହାଜନମାନଙ୍କ କବଳରୁ ନିରୀହ ଆଦିବାସୀମାନଙ୍କୁ ଉଦ୍ଧାର କରିବାପାଇଁ କଠୋର ପଦକ୍ଷେପ ନିଆଗଲା | ୧୯୪୮ ମସିହା ଜୁନମାସରେ…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!