- Home
- ପଞ୍ଚମ ଅଧ୍ୟାୟ : ନିୟନ୍ତ୍ରଣ ଓ ସମନ୍ଵୟ (Control and Coordination)
- Niyantrana O Samanwaya ( ନିୟନ୍ତ୍ରଣ ଓ ସମନ୍ଵୟ ) Control And Co-ordination Class 10 Life Science (ଜୀବ ବିଜ୍ଞାନ) Chapter-5 - Notes
Last Updated: September 15, 2022
Niyantrana O Samanwaya ( ନିୟନ୍ତ୍ରଣ ଓ ସମନ୍ଵୟ ) Control And Co-ordination Class 10 Life Science (ଜୀବ ବିଜ୍ଞାନ) Chapter-5 - Notes
Language: Odia
ପଞ୍ଚମ ଅଧ୍ୟାୟ ନିୟନ୍ତ୍ରଣ ଓ ସମନ୍ଵୟ ଜୀବଶରୀରର ବୃଦ୍ଧି ଓ ବିକାଶ ଏବଂ ସମସ୍ତ ଜୈବିକ ପ୍ରକ୍ରିୟା ନିୟନ୍ତ୍ରିତ ତଥା ସମନ୍ୱିତ ହୋଇଥାଏ | ଉଦ୍ଭିଦରେ ନିୟନ୍ତ୍ରଣ ତଥା ସମନ୍ଵୟ ରକ୍ଷା କରିବାରେ କେବଳ ରାସାୟନିକ ପଦ୍ଧତିରେ ହୋଇଥାଏ | କିନ୍ତୁ ପ୍ରାଣୀମାନଙ୍କ ମଧ୍ୟରେ ଉଭୟ ରାସାୟନିକ ଓ ସ୍ନାୟବିକ ପଦ୍ଧତି ଦ୍ଵାରା | ଉଦ୍ଭିଦରେ ନିୟନ୍ତ୍ରଣ ଓ ସମନ୍ଵୟ :- ଉଦ୍ଭିଦ ମଧ୍ୟରେ ପ୍ରାଣୀମାନଙ୍କ ପରି କୌଣସି ସ୍ନାୟବିକ ତନ୍ତ୍ର ନ ଥାଏ , ତେଣୁ କେବଳ ଜୈବ ରାସାୟନିକ ପ୍ରକ୍ରିୟାରେ ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷା ହୋଇଥାଏ | ଏଥିରେ ନିଯୋଜିତ ହେଉଥିବା ଜୈବ ରାସାୟନିକ ପଦାର୍ଥ ହେଉଛି ଉଦ୍ଭିଦ ହରମୋନ୍ | ଉଦ୍ଭିଦ ମଧ୍ୟରେ ହରମୋନ୍ ଦ୍ଵାରା ଧୀର ଗତିରେ ଶରୀରରେ ଉଦ୍ଦୀପନାର ପ୍ରତିକ୍ରିୟା ସମ୍ପାଦିତ ହୋଇଥାଏ | ଉଦ୍ଭିଦ ହରମୋନ : - ଉଦ୍ଭିଦର…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material