Skip to content

Last Updated: September 9, 2022

Rechana ରେଚନ (Excretion) Class 10 Life Science Chapter 4 -  Notes

Rechana ରେଚନ (Excretion) Class 10 Life Science Chapter 4 - Notes

Language: Odia

ଚତୁର୍ଥ ଅଧ୍ୟାୟ - ରେଚନ (Excretion) ଶରୀର ମଧ୍ୟରେ ହେଉଥିବା ବିଭିନ୍ନ ପ୍ରକାର ଚୟାପଚୟ ପ୍ରକ୍ରିୟାରୁ ଜାତ ହେଉଥିବା ବର୍ଜ୍ୟବସ୍ତୁ ଶରୀରରୁ ନିଷ୍କାସିତ କରିବା ପ୍ରକ୍ରିୟାକୁ ରେଚନ କୁହାଯାଏ | ରେଚନ ତନ୍ତ୍ର ମାଧ୍ୟମରେ ଶରୀରରୁ ଏମୋନିଆ, ୟୁରିଆ , ୟୁରିକ୍ ଏସିଡ୍ ଜାତୀୟ ବର୍ଜ୍ୟବସ୍ତୁର ନିଷ୍କାସନ ହୁଏ ଏବଂ ଶରୀରରେ ଜଳ ଓ ଧାତବ ଲବଣ ଆଦି ପଦାର୍ଥର ସନ୍ତୁଳନ ବଜାୟ ରହେ | ଶରୀରରେ ପୁଷ୍ଟିସାର ଚୟାପଚୟ ଫଳରେ ଏମୋନିଆ ନିର୍ଗତ ହୋଇଥାଏ | ଜଳଚର ପ୍ରାଣୀମାନେ ଏମୋନିଆକୁ ସିଧାସଳଖ ବିସରଣ ଦ୍ଵାରା ଏବଂ ସ୍ଥଳଚର ପ୍ରାଣୀ ମାନେ ୟୁରିଆ ବା ୟୁରିକ୍ ଏସିଡ୍ ରେ ପରିଣତ କରି ନିଷ୍କାସିତ କରିଥାନ୍ତି | ପ୍ରାଣୀରେ ରେଚନ :- ମେରୁଦଣ୍ଡୀ ପ୍ରାଣୀମାନଙ୍କ ଯକୃତରେ ସୃଷ୍ଟି ହେଉଥିବା ୟୁରିଆ ରକ୍ତରେ ମିଶି ବୃକକ୍ ରେ ପହଞ୍ଚିଥାଏ ଏବଂ ବୃକକ୍ ରେ…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!