Skip to content

Last Updated: August 24, 2022

BSE Odisha Board Class 10 Life Science (ଜୀବ ବିଜ୍ଞାନ) Chapter 2 - ଶ୍ଵସନ (Reaspiration) Notes

BSE Odisha Board Class 10 Life Science (ଜୀବ ବିଜ୍ଞାନ) Chapter 2 - ଶ୍ଵସନ (Reaspiration) Notes

Language: Odia

Chapter 2 - ଶ୍ଵସନ (Reaspiration) · ଯେଉଁ ପ୍ରଣାଳୀରେ ଶରୀର ମଧ୍ୟରେ ରେ ଖାଦ୍ୟରୁ ଶକ୍ତି ନିର୍ଗତ ହୁଏ, ତାହାକୁ ଶ୍ଵସନ କୁହାଯାଏ | · ଶ୍ଵସନ ପାଇଁ ସାଧାରଣତଃ ଅମ୍ଳଜାନର ଆବଶ୍ୟକତା ହୋଇଥାଏ | · ଶ୍ଵସନର ପ୍ରଥମ ସୋପାନରେ କୋଷ ଜୀବକରେ ଗ୍ଲୁକୋଜ୍ ଅଣୁର ବିଘଟନ ଘଟି ପ୍ରଥମେ ଏହା 3 କାର୍ବନ ବିଶିଷ୍ଟ ଦୁଇଟି ପାଇରୁଭିକ୍ ଅମ୍ଳ ରେ ପରିଣତ ହୁଏ | ଅମ୍ଳଜାନର ଉପସ୍ଥିତିରେ ପାଇରୁଭିକ୍ ଅମ୍ଲରୁ ଅଙ୍ଗାରକାମ୍ଳ ଓ ଜଳ ସହ ଶକ୍ତି ନିର୍ଗତ ହୁଏ | · ଅମ୍ଳଜାନର ଅନୁପସ୍ଥିତିରେ ଗ୍ଲୁକୋଜ୍ ରୁ ଇଷ୍ଟ୍ ରେ ଇଥାନଲ ଓ ଅଙ୍ଗାରକାମ୍ଳ ଏବଂ ପେଶିକୋଷରେ ଲାକଟିକ ଅମ୍ଳ ସହ ଶକ୍ତି ଜାତ ହୋଇଥାଏ | · ଅମ୍ଳଜାନର ଉପସ୍ଥିତିରେ ହେଉଥିବା ଶ୍ଵସନକୁ ବାୟୁ ଉପଜୀବୀ ଶ୍ଵସନ ଓ ଅମ୍ଳଜାନ ଅନୁପସ୍ଥିତିରେ ହେଉଥିବା ଶ୍ଵସନକୁ ବାୟୁ ଅପଜୀବୀ ଶ୍ଵସନ କୁହାଯାଏ |…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!