- Home
- ଅଷ୍ଟମ ଅଧ୍ୟାୟ : ଶକ୍ତିର ଉତ୍ସ (Sources of Energy)
- Shakti Ra Utsa ( ଶକ୍ତିର ଉତ୍ସ) Sources of Energy Class 10 Life Science (ଜୀବ ବିଜ୍ଞାନ) Chapter-8 - Notes
Last Updated: March 28, 2023
Shakti Ra Utsa ( ଶକ୍ତିର ଉତ୍ସ) Sources of Energy Class 10 Life Science (ଜୀବ ବିଜ୍ଞାନ) Chapter-8 - Notes
Language: Odia
Chapter – 8 ଶକ୍ତିର ଉତ୍ସ (Sources of Energy) ଯେ କୌଣସି କାର୍ଯ୍ୟ କରିବା ନିମନ୍ତେ ଶକ୍ତିର ଆବଶ୍ୟକତା ରହିଥାଏ | ଶକ୍ତିକୁ ସୃଷ୍ଟି କରାଯାଇପାରିବ ନାହିଁ କିମ୍ବା ନଷ୍ଟ ମଧ୍ୟ କରିହୁଏ ନାହିଁ | ଶକ୍ତିର ପ୍ରକାର ଭେଦ:- ଶକ୍ତି ବିଭିନ୍ନ ପ୍ରକାରେ ଉପଲବ୍ଧ ହୁଏ ଏବଂ ଗୋଟିଏ ପ୍ରକାର ଶକ୍ତି ଅନ୍ୟ ଏକ ପ୍ରକାର ଶକ୍ତିକୁ ରୂପାନ୍ତରିତ ହୋଇପାରେ ପରନ୍ତୁ ଶକ୍ତିକୁ ସୃଷ୍ଟି କିମ୍ବା ବିନାଶ କରାଯାଇ ପାରେ ନାହିଁ | ଉଦାହରଣ : - ଯଦି ଆମେ ଗୋଟିଏ ପ୍ଳେଟ କିମ୍ବା କିଛି ବସ୍ତୁ ଉପରୁ ତଳକୁ ପକାଇଥାଉ , ତେବେ ବସ୍ତୁଟି ତଳେ ପଡିବା ପରେ ସେଥିରେ ଥିବା ସ୍ଥିତିଜ ଶକ୍ତି , ଶବ୍ଦ ଶକ୍ତିରେ ରୂପାନ୍ତରିତ ହୋଇଥାଏ | କାର୍ଯ୍ୟ କରିବା ସମୟରେ ବ୍ୟବହୃତ ହେଉଥିବା ଶକ୍ତି , ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ ଏବଂ ବ୍ୟବହାର ପରେ ରୂପାନ୍ତରିତ ଶକ୍ତି…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material