- Home
- ଦ୍ଵିତୀୟ ଅଧ୍ୟାୟ : ଭାରତରେ ଗଣତନ୍ତ୍ର - ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ
- Nirbachana Prakriya O Nirbachana Ayogo (ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ) Class 10 Political Science - Unit - 2
Last Updated: August 29, 2024
Nirbachana Prakriya O Nirbachana Ayogo (ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ) Class 10 Political Science - Unit - 2
Language: Odia
ଦ୍ଵିତୀୟ ଅଧ୍ୟାୟ ଭାରତରେ ଗଣତନ୍ତ୍ର - ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ ଗଣତନ୍ତ୍ର ଆମ ଭାରତରେ ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇଛି | ଭାରତ ସ୍ଵାଧୀନତା ଲାଭ କଲା ପରେ ଦେଶରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ଆରମ୍ଭ ହେଲା | ଗଣତନ୍ତ୍ର ହେଉଛି ଲୋକମାନଙ୍କର ଶାସନ | ଏହି ବ୍ୟବସ୍ଥାରେ ଦେଶର ପ୍ରତ୍ୟେକ ନାଗରିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଦେଶ ଶାସନରେ ଅଂଶ ଗ୍ରହଣ କରନ୍ତି | ଗଣତନ୍ତ୍ରରେ ନାଗରିକ ମାନେ ସ୍ଵାଧୀନ ଭାବରେ ନିଜର ମତାମତ ରଖିଥାନ୍ତି | ଆବ୍ରାହମ୍ ଲିଙ୍କନ୍ କହିଥିଲେ ଯେ “ଗଣତନ୍ତ୍ର ହେଉଛି ଲୋକମାନଙ୍କର,ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ” | ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ ହୋଇଥାଏ | ଆମ ସମ୍ବିଧାନର 326 ଧାରାରେ ସାର୍ବଜନୀନ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material