Skip to content

Last Updated: September 29, 2022

Pruthibi O Akasa - ପୃଥିବୀ ଓ ଆକାଶ  Class 3 Jana O Ajana  - Chapter – 10 –  Notes

Pruthibi O Akasa - ପୃଥିବୀ ଓ ଆକାଶ Class 3 Jana O Ajana - Chapter – 10 – Notes

Language: Odia

ପୃଥିବୀ ଓ ଆକାଶ (Pruthibi O Akasa) Chapter – 10 – Notes ସୂର୍ଯ୍ୟ ଆଲୋକ ଦେଉଥିବା ଗୋଟିଏ ଉତ୍ତପ୍ତ ଜ୍ଵଳନ୍ତ ପିଣ୍ଡୁଳ | ଏହାକୁ ନକ୍ଷତ୍ର କହୁ | ପୃଥିବୀ ସୂର୍ଯ୍ୟର ଗୋଟିଏ ଗ୍ରହ | ଚନ୍ଦ୍ର ପୃଥିବୀର ଗୋଟିଏ ଉପଗ୍ରହ | ଚନ୍ଦ୍ର ପୃଥିବୀ ଚାରିପଟେ ଘୂରୁଛି | ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରୁଛି | ପୃଥିବୀ ଓ ଚନ୍ଦ୍ରର ନିଜର ଆଲୋକ ନାହିଁ | ଏଗୁଡ଼ିକ ସୂର୍ଯ୍ୟର ଆଲୋକରେ ଆଲୋକିତ ହୋଇଥାଆନ୍ତି | ପୃଥିବୀ ମଧ୍ୟ ସବୁବେଳେ ନଟୁ ଭଳି ଘୂରୁଛି | ପୃଥିବୀ ଗୋଟିଏ ଅଣ୍ଡାକାର ପଥରେ ସୂର୍ଯ୍ୟ ଚାରିପଟେ ଘୂରୁଛି | ଏହି ପଥକୁ ପୃଥିବୀର “କକ୍ଷ” କୁହାଯାଏ | ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରିବା ଫଳରେ ପୃଥିବୀରେ ଋତୁ ପରିବର୍ତ୍ତନ ହୋଇଥାଏ | ଗ୍ରୀଷ୍ମ, ଶୀତ, ବର୍ଷା ଭଳି ବିଭିନ୍ନ ଋତୁ ହୋଇଥାଏ | ସୂର୍ଯ୍ୟ କିରଣ ଯୋଗୁ ପୃଥିବୀରେ ଦିନ ହୁଏ ଓ…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!