- Home
- ତୃତୀୟ ପାଠ : ବଣଭୋଜି
- Banabhoji (ବଣଭୋଜି) Class 3 Jana Ajana (Samajika Bigyana) Chapter 3 Notes
Last Updated: September 7, 2022
Banabhoji (ବଣଭୋଜି) Class 3 Jana Ajana (Samajika Bigyana) Chapter 3 Notes
Language: Odia
Odia Medium Class 3 Social Science Chapter-3 ବଣଭୋଜି (Banabhoji) Notes ଆମେ ସାଧାରଣତଃ ଭାତ, ରୁଟି , ଡାଲି, ପନିପରିବା , ଦୁଧ , ମାଛ , ମାଂସ , ଅଣ୍ଡା ଓ ଫଳମୂଳ ଖାଇଥାଉ | ଖାଦ୍ୟପାଇଁ ଆମେ ଫସଲ ଉପରେ ନିର୍ଭର କରୁ | ଭାତ ପାଇଁ ଚାଉଳ ଦରକାର | ଚାଉଳ ଧାନରୁ ମିଳେ | ରୁଟିପାଇଁ ଅଟା ଦରକାର | ଅଟା ଗହମରୁ ମିଳେ | ହରଡ଼ , ମୁଗ , ବିରି , କୋଳଥରୁ ଡାଲି ମିଳେ | ଏସବୁକୁ ଖାଦ୍ୟ ଶସ୍ୟ କୁହାଯାଏ | ଆଉ ମଧ୍ୟ ସୋରିଷ , ବାଦାମ , ରାଶି (ଖସା) , ଅଳସି , ସୂର୍ଯ୍ୟମୁଖୀ ,ନଡିଆ ଇତ୍ୟାଦିରୁ ତେଲ ମିଳେ | ଆଳୁ , ବାଇଗଣ , କଦଳୀ, କଲରା , ଭେଣ୍ଡି , ଜହ୍ନି , କୋବି , ଟମାଟୋ ଆଦି ପରିବା ଆମେ ଖାଇଥାଉ | ଆମ୍ବ , ଅମୃତଭଣ୍ଡା , ପିଜୁଳି, ପଣସ , ସେଓ ଭଳି ଫଳ ଆମେ ବେଳେବେଳେ ଖାଉ | ଖାଦ୍ଯ ଶସ୍ୟ , ପନିପରିବା ଓ ଫଳମୂଳ ଚାଷରୁ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!