- Home
- ଷଷ୍ଠ ପାଠ : ସୁଖୀ ପରିବାର
- Sukhi Paribara - ସୁଖୀ ପରିବାର - Class 3 Jana Ajana (Samajika Bigyana) Chapter-6 Notes
Last Updated: September 29, 2022
Sukhi Paribara - ସୁଖୀ ପରିବାର - Class 3 Jana Ajana (Samajika Bigyana) Chapter-6 Notes
Language: Odia
Odia Medium Class 3 Social Science Chapter-6 ସୁଖୀ ପରିବାର (Sukhi Paribara) Notes ପରିବାର ବଡ ହେଲେ ଲୋକମାନଙ୍କର ବସିବା, ଶୋଇବା , ପଢିବା ଓ ଖାଇବା ପାଇଁ ଜାଗାର ଅଭାବ ହୁଏ | ଖାଦ୍ୟ , ପୋଷାକ , ବହିପତ୍ର , ଔଷଧ ଇତ୍ୟାଦିର ଅଭାବ ହୁଏ | ସୁଖ ସୁବିଧା ମିଳେ ନାହିଁ | ପରିବାର ଛୋଟ ହେଲେ ପିଲାଙ୍କର ଉପଯୁକ୍ତ ଯତ୍ନ ନିଆଯାଇପାରିବ | ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟର ମାନ ଉନ୍ନତ ହେବା ଫଳରେ ପରିବାରରେ ସୁଖ ଶାନ୍ତି ରହିବ | ପରସ୍ପର ମଧ୍ୟରେ ଭଲ ବୁଝାମଣା ରହିବ | ତେଣୁ ଛୋଟ , ପରିବାର ସୁଖୀ ପରିବାର | ପରିବାରର ଲୋକ ସଂଖ୍ୟା ବଢିଲେ ଲୋକ ବଢେ | ଏଥିପାଇଁ ଅଧିକ ଖାଦ୍ୟ , ବାସଗୃହ ପୋଷାକ ଇତ୍ୟାଦି ଦରକାର ହୁଏ | ଗମନାଗମନ ପାଇଁ ଅଧିକ ବସ୍ , ରେଳ ଚାଲିବା ଦରକାର ହୁଏ | ପାଠ ପଢିବା ପାଇଁ ଅଧିକ ବିଦ୍ୟାଳୟ ଓ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!