Skip to content

Last Updated: September 29, 2022

Bastu - ବସ୍ତୁ  - Class 3 Jana O Ajana -  Chapter – 9 – Notes

Bastu - ବସ୍ତୁ - Class 3 Jana O Ajana - Chapter – 9 – Notes

Language: Odia

Chapter – 9 –ବସ୍ତୁ - Notes ବସ୍ତୁ ବିଭିନ୍ନ ରଙ୍ଗର ହୋଇଥାଏ | ରଙ୍ଗ ଦେଖି କେତେକ ବସ୍ତୁକୁ ଚିହ୍ନି ହୁଏ | ରଙ୍ଗ ବସ୍ତୁର ଏକ ଗୁଣ | କଲରା ପରି ଖଦଡ଼ା ଲାଗୁଥିବା ଜିନିଷ – କାଙ୍କଡ , ମିଶ୍ରି , ବାଲି , ଚିନି , ଇଟା , ଖମ୍ବଆଳୁ , ଲୁଣଟାମାଟୋ ପରି ଚିକ୍କଣ ଜିନିଷ – ସୋରିଷ ତେଲ, ବେଲୁନ , ଦର୍ପଣ , ଟାଇଲ୍ , ସାବୁନ , କାଚଗୋଲି , ଲହୁଣୀ ଟାମାଟୋକୁ ଛୁଇଁଲେ ହାତକୁ ଯେପରି ଲାଗେ, ସେହିପରି ଲାଗୁଥିବା ଜିନିଷଗୁଡିକୁ ଚିକ୍କଣ ଜିନିଷ କୁହାଯାଏ | କଲରା ହାତକୁ ଯେପରି ଲାଗେ, ସେହିପରି ଲାଗୁଥିବା ଜିନିଷଗୁଡିକ ଖଦଡ଼ା ଜିନିଷ କୁହାଯାଏ |ବସ୍ତୁଟି ଖଦଡ଼ା ବା ଚିକ୍କଣ ଜାଣିବା ପାଇଁ ବସ୍ତୁ ଉପରେ ଆଙ୍ଗୁଳି ଚଳାଇ ଅନୁଭବ କରିବାକ ହେବ | ଖଦଡ଼ା ବା ଚିକ୍କଣ ଲାଗିବା ବସ୍ତୁର ଆଉ ଏକ ଗୁଣ | ଏହି ଗୁଣ ଅନୁସାରେ ବସ୍ତୁ ଦୁଇ ପ୍ରକାରରଚିକ୍କଣ…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!