- SCHOOL BOARDS
- BSE/CHSE ODISHA
- CLASS 4
- AME O AMA PARIBESA
- Odia Medium Class 4 Social Science Chapter - 6- Part - 3 - ଆମ ସଂସ୍କୃତି (Ama Sanskruti) (Question & Answer)
Odia Medium Class 4 Social Science Chapter - 6- Part - 3 - ଆମ ସଂସ୍କୃତି (Ama Sanskruti) (Question & Answer)
Language : Odia
Odia Medium Class 4 Social Science Chapter - 6- Part - 3 - ଆମ ସଂସ୍କୃତି (Ama Sanskruti) (Question & Answer)
1. ଆସ ଖାଲିଘର ପୂରଣ କରିବା |
ରାଜ୍ୟର ନାମ ନୃତ୍ୟର ନାମ
ଆନ୍ଧ୍ରପ୍ରଦେଶ କୁଚିପୁଡି
ଗୁଜୁରାଟ ଗରବା
ତାମିଲନାଡୁ ଭାରତନାଟ୍ୟମ୍
ମଣିପୁର ମଣିପୁରୀ
ଓଡ଼ିଶା ଛଉନୃତ୍ୟ , ଓଡିଶୀରାଜସ୍ଥାନ ,ଘୁମରା
ଉତ୍ତରପ୍ରଦେଶ କଥକ
ପଞ୍ଜାବ ଭାଙ୍ଗଡା
2. ନିମ୍ନଲିଖିତ ପ୍ରାଚୀନ କିର୍ତ୍ତୀଗୁଡିକ ପାଖରେ ସ୍ଥାନର ନାମ ଲେଖ |
ଯେପରି – ଜଗନ୍ନାଥ ମନ୍ଦିର – ପୁରୀ
କ) ଏଲୋରାଗୁମ୍ଫା – ମହାରାଷ୍ଟ୍ର
ଖ) କୁତବମିନାର – ଦିଲ୍ଲୀ
ଗ)ତାଜମହଲ – ଆଗ୍ରା
ଘ) ବୌଦ୍ଧ ବିହାର – ରତ୍ନଗିରି
ଙ) ଅଶୋକ ସ୍ତମ୍ଭ – ଉତ୍ତରପ୍ରଦେଶ
ଚ) ମିନାକ୍ଷୀ ମନ୍ଦିର – ମଦୁରାଇ
3. “କ”ସ୍ତମ୍ଭର କେତେକ ପର୍ବର ନାମ “ଖ” ସ୍ତମ୍ଭରେ ସେହି ପର୍ବ ସମ୍ପର୍କିତ ରାଜୟଗୁଡିକର ନାମ ଦିଆଯାଇଛି | ଆସ ଠିକ୍ ପର୍ବ ସହ ସମ୍ପର୍କିତ ରାଜ୍ୟକୁ ଗାର ଟାଣିବା |
ବୈଶାଖୀ ପଞ୍ଜାବ
ବିହୁ ଆସାମ
ଦୁର୍ଗାପୂଜା ପଶ୍ଚିମବଙ୍ଗ
ରଥଯାତ୍ରା ଓଡ଼ିଶା
4. ଆମ ଜାତୀୟ ସଂସ୍କୃତିକୁ ସମୃଦ୍ଧି କରୁଥିବା ଉପାଦାନ ଗୁଡିକର ନାମ ତଳ ଚିତ୍ରରେ ଲେଖ |