- Home
- ଏକାଦଶ ଅଧ୍ୟାୟ : ପୃଥିବୀ ଓ ଆକାଶ
- Pruthibi O Akashas - ପୃଥିବୀ ଓ ଆକାଶ - 4 - Class - Ame O Ama Paribesa - Samajika Bigayana -11 - Notes
Last Updated: July 15, 2022
Pruthibi O Akashas - ପୃଥିବୀ ଓ ଆକାଶ - 4 - Class - Ame O Ama Paribesa - Samajika Bigayana -11 - Notes
Language: Odia
Class 4 Social Science Chapter-11 ପୃଥିବୀ ଓ ଆକାଶ (Pruthibi O Akasha) Notes ଆକାଶରେ ଦେଖୁଥିବା ସୂର୍ଯ୍ୟ ମଧ୍ୟ ଏକ ନକ୍ଷତ୍ର ବା ତାରା |ଅନ୍ୟ ତାରାମାନଙ୍କ ତୁଳନାରେ ସେ ଆମର ନିକଟରେ ଥିବାରୁ ଟିକେ ବଡ ଦେଖାଯାଏ | ସୂର୍ଯ୍ୟତାରା ହୋଇଥିବାରୁ ତାହାର ଆଲୋକ ଅଛି | ପୃଥିବୀ କିନ୍ତୁ ତାରା ନୁହେଁ | ସୌରଜଗରେ ସାତୋଟି ଗ୍ରହ ଅଛନ୍ତି | ସେମାନେ ମଧ୍ୟ ସୂର୍ଯ୍ୟ ଚାରିପାଖେ ଘୂରନ୍ତି | ସେମାନେ ହେଲେ – ବୁଧ, ଶୁକ୍ର , ମଙ୍ଗଳ, ବୃହସ୍ପତି , ଶନି , ଇନ୍ଦ୍ର ଓ ବରୁଣ | ପୃଥିବୀ ଚାରିପଟେ ଚନ୍ଦ୍ର ଘୂରେ | ଏହି ଚନ୍ଦ୍ର ପୃଥିବୀର ଏକମାତ୍ର ଉପଗ୍ରହ | ସୂର୍ଯ୍ୟ, ଆଠଟି ଗ୍ରହ ଓ ସେମାନଙ୍କ ଉପଗ୍ରହ ଆଦିକୁ ନେଇ ସୌରଜଗତ ଗଠିତ | ସୂର୍ଯ୍ୟ ଆମକୁ ଆଲୋକ ଓ ତାପ ଦିଏ | କାରଣ ସୂର୍ଯ୍ୟ ବକ୍ଷରେ ପ୍ରତି ମୁହୂର୍ତ୍ତରେ ଅସୀମ ଶକ୍ତି ଜାତ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!