- Home
- ଏକାଦଶ ଅଧ୍ୟାୟ : ଆମ ଜୀବନର ମାଟି
- Ama Jibanare Mati - ଆମ ଜୀବନରେ ମାଟି - Class 4 - Ame O Ama Paribesha - Samajika Bigyana - Chapter – 11 – Part – 5 Question & Answer
Last Updated: October 31, 2022
Ama Jibanare Mati - ଆମ ଜୀବନରେ ମାଟି - Class 4 - Ame O Ama Paribesha - Samajika Bigyana - Chapter – 11 – Part – 5 Question & Answer
Language: Odia
Class 4 Social Science Chapter – 11– Part – 5 ଆମ ଜୀବନରେ ମାଟି (Ama Jibanare Mati) Question & Answer ୧. ମାଟି ନଥିଲେ କ’ଣ ହୋଇଥାନ୍ତା ? ମାଟି ନଥିଲେ ଆମେ ନିମ୍ନଲିଖିତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତୁ | ପୃଥିବୀର କୌଣସି ଉଦ୍ଭିଦ ଜଗତ କିମ୍ବା ପ୍ରାଣୀଜଗତ ନଥାନ୍ତା | ଚାଷକାର୍ଯ୍ୟ ହୋଇପାରିନଥାନ୍ତା | ଖାଦ୍ୟବିନା ଜୀବଜଗତ ବଞ୍ଚିବା ସମ୍ଭବ ହୋଇନଥାନ୍ତା | ମାଟି ନଥିଲେ ବିଭିନ୍ନ ଜିନିଷ ପ୍ରସ୍ତୁତ ହୋଇପାରିନଥାନ୍ତା | ୨. ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ମାଟି ତିଆରି ଯେ କୌଣସି ୩ଟି ଜିନିଷର ଚିତ୍ର କର | ୩. ପାର୍ଥକ୍ୟ ଲେଖ | କ) – ଦୋରସାମାଟି : ମଟାଳ ମାଟି ସହିତ ବାଲି ମିଶିଲେ ଦୋରସା ମାଟି ହୁଏ | ବନମାଟି ଏହି କିସମର | ଏହି ମାଟି ଉର୍ବର | ଏହି ମାଟିରେ ଭଲ ଫସଲ ହୁଏ | ମଟାଳମାଟି : ଯେଉଁମାଟି…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!