- SCHOOL BOARDS
- BSE/CHSE ODISHA
- CLASS 4
- AME O AMA PARIBESA
- ଚତୁର୍ଥ ଅଧ୍ୟାୟ : ଆମ ଖାଦ୍ୟ ସାମଗ୍ରୀ ଓ ଉତ୍ପାଦନ କରୁଥିବା କର୍ମଜୀବୀ
- Ama Khadya Samagri O Utpadana Karuthiba Karmajibi ଆମ ଖାଦ୍ୟ ସାମଗ୍ରୀ ଓ ଉତ୍ପାଦନ କରୁଥିବା କର୍ମଜୀବୀ Class 4 Ame O Ama Paribesa Chapter-4 Notes Question & Answer
Ama Khadya Samagri O Utpadana Karuthiba Karmajibi ଆମ ଖାଦ୍ୟ ସାମଗ୍ରୀ ଓ ଉତ୍ପାଦନ କରୁଥିବା କର୍ମଜୀବୀ Class 4 Ame O Ama Paribesa Chapter-4 Notes Question & Answer
Language : Odia
Odia Medium Class 4 Social Science Chapter-4 ଆମ ଖାଦ୍ୟ ସାମଗ୍ରୀ ଓ ଉତ୍ପାଦନ କରୁଥିବା କର୍ମଜୀବୀ (Ama Khadya Samagri O Utpadana Karuthiba Karmajibi) Question & Answer
ଆମ ଖାଦ୍ୟ ସାମଗ୍ରୀ ଓ ଉତ୍ପାଦନ କରୁଥିବା କର୍ମଜୀବୀ
1. ନିମ୍ନରେ ଖାଲିଥିବା ସ୍ଥାନରେ ମଝିରେ ଥିବା ମୂଳ ପଦାର୍ଥରୁ ତିଆରି ଖାଦ୍ୟର ନାମ ଲେଖ |
· ଗହମ : ରୁଟି, ସିମେଇ , ଲୁଚି, ସୁଜି , ପୁରୀ , ପରଟା, ଛତୁଆ , ବିସ୍କୁଟ
· ବିରି : ପାମ୍ପଡ , ବରା , ବଡି , ଦୋସା , ଚକୁଳି ପିଠା
· କ୍ଷୀର : ଦହି, ଘିଅ , ଲହୁଣୀ , ଛେନା , ଖୁଆ
· ମୁଗ : ଡାଲି , ପାମ୍ପଡ , ପିଠାପୁର , ଗଜାମୁଗ , ଡାଲମା
· ଧାନ : ଚୁଡା , ଖଇ , ଚକୁଳିପିଠା , ଉଖୁଡା , ଚାଉଳ
2. “କ” ସ୍ତମ୍ଭରେ ଥିବା ମୂଳ ଜିନିଷ “ଖ” ସ୍ତମ୍ଭରେ ଥିବା ଉତ୍ପାଦିତ ଖାଦ୍ୟର ନାମ ଯୋଡ |
“କ"ସ୍ତମ୍ଭ “ଖ”ସ୍ତମ୍ଭ
ଆଖୁ ଚିନି
କ୍ଷୀର ଘିଅ
ସୋରିଷ ତେଲ
ବେସନ ପକୁଡି
ଆମ୍ବ ଆଚାର
3. କେଉଁଟି ଅଲଗା ବାଛିଲେଖ |
ଯେପରି :-
a) ଦହି , ପକୁଡି , ଲହୁଣୀ : - ପକୁଡି
b) ଚୁଡା , ଖଇ , ରସଗୋଲା , ଚାଉଳ : ରସଗୋଲା
c) ଅଟା, ବେସନ , ସୁଜି, ମଇଦା : ବେସନ
d) ବଡି, ବୁନ୍ଦି , ଚକୁଳି , ବରା : ବୁନ୍ଦି
4. କାହାପାଇଁ କିଏ ?
ଯେପରି – ମାଛଚାଷ ପାଇଁ – ପୋଖରୀ – ଜାଆଁଳ
କୁକୁଡ଼ା ଚାଷ ପାଇଁ – କୁକୁଡ଼ା ଘର – କୁକୁଡ଼ା ଛୁଆ
ଧାନଚାଷ ପାଇଁ – ଜମି – ବିହନ/ଚାରା
5. କ୍ରମରେ ଲେଖ |
କ) ଚକୁଳି ତିଆରି : ଚାଉଳ ଓ ବିରି ବତୁରେଇବା, ବିରିରୁ ଚୋପା ଛଡାଇବା , ଚାଉଳ ଓ ବିରି ବାଟିବା , ଆଗରେ ଲୁଣ ପକାଇବା , ଚୁଲିରେ ତାୱା ବସାଇବା , ଚକୁଳି ଆଣ ତାୱାରେ ପକାଇବା , ଲେଉଟାଇ ସେକିବା |
ଖ) ଛେନା ତିଆରି “ କ୍ଷୀର ସିଝାଇବା , ଦହି ପକାଇବା , ଦହି ଗୋଳାଇବା , ଗୋଳା ଦହିକୁ ଗରମ କରିବା
6. ଯେପରି ଗହମରୁ ଅଟା, ଅଟାରୁ ରୁଟି , ସେହପରି ଲେଖ |
କ) ଧାନର ଚାଉଳ , ଚାଉଳରୁ ଭାତ
ଖ) ଆଖୁରୁ ରସ , ରସରୁ ଚିନି
ଗ) କ୍ଷୀରରୁ ଦହି , ଦହିରୁ ଛେନା
7. ତଳ କଠୋରରିରେ ଥିବା ଜିନିଷଗୁଡିକ ତଳ ସାରଣୀରେ କେଉଁଠି ରହିବା ରଖ |
ଆଚାର , ଜାମ , ଜେଲି ସସ୍ ପ୍ରସ୍ତୁତ କରାଯାଏ ଆମ୍ବ , ସେଓ , ପିଜୁଳି ଓ ଡାଳିମ୍ବ ବରକୋଳି ,କରମଙ୍ଗା | ଖରାରେ ଶୁଖାଇ , ନିମ ପତ୍ର , ବେଗୁନିଆ ପତ୍ର ପକାଇ ରଖାଯାଏ| ମୁଗ , ଧାନ , ବିରି , କୋଳଥ ମାଣ୍ଡିଆ | ଶୀତଳ ଭଣ୍ଡାରରେ ରଖାଯାଏ | ଆଳୁ , ପିଆଜ , କୋବି |
8. କୃଷକ କୃଷିକାର୍ଯ୍ୟ ପାଇଁ କେଉଁ କେଉଁ ବୃତ୍ତିଧାରୀଙ୍କ ଉପରେ ନିର୍ଭର କରେ ?
କୃଷକ କୃଷିକାର୍ଯ୍ୟ କରିବା ପାଇଁ ବଢେଇ , କମାର , ସାରକାରଖାନାରେ କାମ କରୁଥିବା ଲୋକ , ସାର ବିକ୍ରି କରୁଥିବା ଲୋକ ବୈଜ୍ଞାନିକ ଆଦି ବୃତ୍ତିଧାରୀଙ୍କ ଉପରେ ନିର୍ଭର କରେ |