Odia Medium Class 4 Social Science Chapter-5 ଆମ ଦେଶ ଓ ଆମ ରାଜ୍ୟ (Ama Desa O Ama Rajya) Notes ଆମ ଦେଶ ଓ ଆମ ରାଜ୍ୟ · ଆମ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ | · ଆମ ଦେଶ ଭାରତ ୨୮ ରାଜ୍ୟ ଓ ୯ ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ | ରାଜ୍ୟର ନାମ : 1. ଓଡ଼ିଶା 2. ବିହାର 3. ପଶ୍ଚିମବଙ୍ଗ 4. ଝାଡ଼ଖଣ୍ଡ 5. ଆସାମ 6. ସିକିମ 7. ଅରୁଣାଚଳପ୍ରଦେଶ 8. ସୀମାନ୍ଧ୍ର 9. କେରଳ 10. ତାମିଲନାଡୁ 11. କର୍ଣ୍ଣାଟକ 12. ମହାରାଷ୍ଟ୍ର 13. ଗୋଆ 14. ମଧ୍ୟପ୍ରଦେଶ 15. ଛତିଶଗଡ 16. ମିଜୋରାମ 17. ମଣିପୁର 18. ନାଗାଲାଣ୍ଡ 19. ମେଘାଳୟ 20. ତ୍ରିପୁରା 21. ହିମାଚଳ ପ୍ରଦେଶ 22. ପଞ୍ଜାବ 23. ହରିଆନା 24. ଉତ୍ତରପ୍ରଦେଶ 25. ଉତ୍ତରାଞ୍ଚଳ 26. ରାଜସ୍ଥାନ 27. ଗୁଜୁରାଟ 28. ତେଲେଙ୍ଗନା କେନ୍ଦ୍ରଶାସିତ ଅଞ୍ଚଳ…
This is a preview. The full note is for subscribers.
Ratings
No ratings yet.

