Skip to content

Last Updated: July 15, 2022

ଆଟଲସ ଓ ମାନଚିତ୍ରର ବ୍ୟବହାର (Atlas O Manachitrara Byabahara) Class 4 Ame O Ama Paribesa Chapter-5 (Part-4)  Notes

ଆଟଲସ ଓ ମାନଚିତ୍ରର ବ୍ୟବହାର (Atlas O Manachitrara Byabahara) Class 4 Ame O Ama Paribesa Chapter-5 (Part-4) Notes

Language: Odia

Odia Medium Class 4 Social Science Chapter-5 (Part-4) ଆଟଲସ ଓ ମାନଚିତ୍ରର ବ୍ୟବହାର (Atlas O Manachitrara Byabahara) Notes ପୃଥିବୀର ବିଭିନ୍ନ ମାନଚିତ୍ରକୁ ଏକାଠି କରି ଏକ ବହି କରାଯାଇଥାଏ | ତାହାକୁ ଆଟଲାସ କୁହାଯାଏ | ଏଥିରେ ପୃଥିବୀର ସ୍ଥଳଭାଗ,ଜଳଭାଗ, ମହାଦେଶ, ମହାସାଗର ବିଭିନ୍ନ ଦେଶର ଭୂମିରୁପ, ଜଳବାୟୁ, ମୃତ୍ତିକା ଓ ଉଦ୍ଭିଦ ପ୍ରଭୃତିର ଅନେକ ଚିତ୍ର ଥାଏ | କୌଣସି ଦେଶ ବା ଅଞ୍ଚଳ ବିଷୟରେ ପଢିବାବେଳେ ସେହି ସ୍ଥାନର ଚିତ୍ର ମନେ ପକାଇବା ଦରକାର | ସେଥିରୁ ଆମେ ସେହି ଅଞ୍ଚଳ ବା ଦେଶର ଅବସ୍ଥିତି, ଭୂମିରୁପ ଇତ୍ୟାଦି ଜାଣିପାରିବା ବହିପଢିବାକୁ ହେଲେ ବହିର ଭାଷା ଜାଣିବା ଦରକାର | ମାନଚିତ୍ରରେ ତଥ୍ୟଗୁଡିକ ଚିହ୍ନ ବା ସଙ୍କେତ ଓ ରଙ୍ଗ ସାହାଯ୍ୟରେ ଦେଖାଇ ଦିଆଯାଇଥାଏ | ଏହାକୁ ମାନଚିତ୍ର ଭାଷା କୁହାଯାଏ |…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!