Skip to content

Last Updated: October 22, 2022

Odia Medium Class 4 Social Science Chapter – 8 - part-1 ଉଦ୍ଭିଦର ବିଭିନ୍ନ ଅଂଶର କାର୍ଯ୍ୟ(Udvidara Bibhinna Anshara Karjya) Question & Answer

Odia Medium Class 4 Social Science Chapter – 8 - part-1 ଉଦ୍ଭିଦର ବିଭିନ୍ନ ଅଂଶର କାର୍ଯ୍ୟ(Udvidara Bibhinna Anshara Karjya) Question & Answer

Language: Odia

Odia Medium Class-4 Chapter – 8 - part-1 ଉଦ୍ଭିଦର ବିଭିନ୍ନ ଅଂଶର କାର୍ଯ୍ୟ(Udvidara Bibhinna Anshara Karjya) Question & Answer ୧. ଉତ୍ତର ଲେଖ | କ) ମାଟିରୁ ଜଳ ଶୋଷଣ କରେ ମୂଳ ଖ) ଗଛ ପାଇଁ ଖାଦ୍ୟ ପ୍ରସ୍ତୁତ କରେ | ପତ୍ର ଗ) ଚେର ଦ୍ଵାରା ଶୋଷିତ ଜଳକୁ ପତ୍ର ପାଖକୁ ପଠାଏ | କାଣ୍ଡ ଘ) ଫଳ ହେବାରେ ସାହାଯ୍ୟ କରେ | ଫୁଲ ୨. ନୂଆଗଛ ସୃଷ୍ଟି ହେଉଥିବା ଗଛର ନାମ ତଳ ସାରଣୀରେ ଲେଖ | ମୂଳ ବା ଚେରରୁ କାଣ୍ଡରୁ ପତ୍ରରୁ ମଞ୍ଜିରୁ କଦଳୀ , ବରଗଛ ଅଦା , ସାରୁ ଅମରପୋଇ ବୁଟ , ମଟର ୩. ଖାଦ୍ୟ ସଞ୍ଚିତ ହୋଇ ରହୁଥିବା ଗଛଗୁଡିକର ନାମ ତଳ ସାରଣୀରେ ଲେଖ | ପତ୍ର ରେ ମୂଳରେ ମଞ୍ଜିରେ ଫଳରେ କାଣ୍ଡରେ ଫୁଲରେ ବନ୍ଧାକୋବି ମୂଳା ନଡିଆ କଦଳୀ ଅଦା ଫୁଲକୋବି ସପ୍ତଫେଣୀ ଗାଜର ଚିନାବାଦାମ ସପୁରୀ ସାରୁ ନାଗଫେଣୀ ବିଟ୍ ବୁଟ ସେଓ ଆଳୁ…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!