- Home
- 12. କାଲଭେରିଆ କାନ୍ଦୁଛି : ଡ. ନିତ୍ୟାନନ୍ଦ ସ୍ଵାଇଁ
- Kalveria Kanduchi (କାଲଭେରିଆ କାନ୍ଦୁଛି) Class 5 Chapter 12 - Question and Answer
Last Updated: August 29, 2024
Kalveria Kanduchi (କାଲଭେରିଆ କାନ୍ଦୁଛି) Class 5 Chapter 12 - Question and Answer
Language: Odia
କାଲଭେରିଆ କାନ୍ଦୁଛି ୧ ) ଉତ୍ତର | କ ) କାଲଭେରିଆ କିଏ ? ଉ ) କାଲଭେରିଆ ହେଉଛି ମରିସସର ଜଙ୍ଗଲର ଥିବା ଏକ ବିରାଟ ଗଛ | ବର୍ତ୍ତମାନ ଏହି କାଲଭେରିଆର ବଂଶଲୋପ ପାଇଆସୁଛି | ଖ ) ଡୋଡୋ ସହିତ ତା ’ ର ସମ୍ପର୍କ କ ’ ଣ ? ଉ ) ଡୋଡୋ ହେଉଛି ଏକ ପକ୍ଷୀ | କାଲଭେରିଆ ହେଉଛି ଏକ ବୃକ୍ଷ | ସମଧର୍ମୀ ନ ହୋଇ ମଧ୍ୟ ସେମାନଙ୍କର ସମ୍ପର୍କ ଅବିଚ୍ଛେଦ୍ୟ | ଡୋଡୋ ପାଇଁ କାଲଭେରିଆର ବଂଶବୃଦ୍ଧି ହୋଇଥାଏ | କାଲଭେରିଆ ଫଳଗୁଡିକ ବେଶ ବଡ | ମଞ୍ଜି ଉପରେ ଦେଢ ସେଣ୍ଟିମିଟର ଖୋଳପା ଥିବାରୁ ଖୋଳପା ଫୁଟାଇ ଗଜା ବାହାରିବା ସମ୍ଭବ ହୋଇନଥାଏ | ଡୋଡୋ ଏହି ଫଳକୁ ଗିଳିଦିଏ ଓ ତା ’ ର ପାକସ୍ଥଳୀରେ ଏହି ଫଳର ଖୋଳପା ନରମ ହୋଇଯାଏ | ନରମ ଖୋଳପା ଥାଇ ଗୋଟା ଫଳଟା ପୁଣି ଡୋଡୋର ମଳରେ ବାହାରି ଆସେ | ଖୋଳପା ନରମ ହୋଇଥିବାରୁ ମଞ୍ଜିରୁ ଗଜା ବାହାରେ ଓ ତା ’ ର…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!