- Home
- 2. ଉପଯୁକ୍ତ ବେଶ ପକାଇ ଆସ : ମନୋଜ ଦାସ
- Upajukta Besha Pakai Asa ଉପଯୁକ୍ତ ବେଶ ପକାଇ ଆସ Class 5 Odia Chapter 2
Last Updated: August 9, 2024
Upajukta Besha Pakai Asa ଉପଯୁକ୍ତ ବେଶ ପକାଇ ଆସ Class 5 Odia Chapter 2
Language: Odia
ଉପଯୁକ୍ତ ବେଶ ପକାଇ ଆସ ୧. ଆସ କଥାବାର୍ତ୍ତା ହେବା | କ) ରାଜା ରାଜ୍ୟ ଜୟ କଲେ ପୋଷାକରେ ନୂଆ ହୀରା ଖଣ୍ଡିଏ ଲଗାନ୍ତି କାହିଁକି ? ଉ : ରାଜା ରାଜ୍ୟ ଜୟ କଲେ ନିଜର ପ୍ରଭାବ ପ୍ରଜାଙ୍କୁ ଜଣାଇବା ପାଇଁ ପୋଷାକରେ ନୂଆ ହୀରା ଖଣ୍ଡିଏ ଲଗାନ୍ତି | ଖ) ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇ କ’ଣ ଦେଖାଇଲେ ? ଉ : ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇ ପର୍ବତ ଉପରେ ଦେଖାଯାଉଥିବା ଆଲୋକକୁ ଦେଖାଇଲେ | ଗ) ସନ୍ନ୍ୟାସୀ ତାଙ୍କ ଚେଲା ଦ୍ଵାରା ରାଜାଙ୍କ ନିକଟକୁ ପଠାଉଥିବା ଖବରଟି କୁହ ? ଉ : ସନ୍ନ୍ୟାସୀ ତାଙ୍କ ଚେଲା ଦ୍ଵାରା ରାଜାଙ୍କ ପାଖକୁ ଖବର ପଠାଉଥିଲେ ଯେ ରାଜା ଉପଯୁକ୍ତ ବେଶ ପକାଇ ଆସନ୍ତୁ | ଘ) ଜଣେ ମନୁଷ୍ୟର ଉପଯୁକ୍ତ ବେଶଟି କ’ଣ ? ଉ : ଜଣେ ମନୁଷ୍ୟର ଉପଯୁକ୍ତ ବେଶଟି ହେଉଛି ତା’ର ହୃଦୟ ନମ୍ରତା ବୋଧ | ଙ) ରାଜା ନିଜକୁ ମୂର୍ଖ ବୋଲି ମନେକଲେ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!