Skip to content

Last Updated: August 12, 2024

Sukhila Patra Ra Katha Class 5 Odia Chapter 3

Sukhila Patra Ra Katha Class 5 Odia Chapter 3

Language: Odia

ଶୁଖିଲା ପତ୍ରର କଥା ୧. କ) ପୂର୍ବ କାଳରେ ଶିଷ୍ୟମାନେ ଅଧ୍ୟୟନ ପାଇଁ କେଉଁ ସ୍ଥାନକୁ ଯାଉଥିଲେ ? ଉ : ପୂର୍ବ କାଳରେ ଶିଷ୍ୟମାନେ ଅଧ୍ୟୟନ ପାଇଁ ଗୁରୁଙ୍କ ଆଶ୍ରମକୁ ଯାଉଥିଲେ ? ଖ) ପାଠପଢା ବ୍ୟତୀତ ଶିଷ୍ୟମାନେ ଆଶ୍ରମରେ ଆଉ କେଉଁ କେଉଁ କାର୍ଯ୍ୟ କରୁଥିଲେ ? ଉ : ପାଠପଢା ବ୍ୟତୀତ ଶିଷ୍ୟମାନେ ଆଶ୍ରମରେ ହୋମ ପାଇଁ ସମିଧ ସଂଗ୍ରହ , ଗାଈ ଗୋରୁଙ୍କୁ ଚରାଇବା କାର୍ଯ୍ୟ କରୁଥିଲେ | ଏହାଛଡା ସେମାନେ ଆଶ୍ରମବାସୀଙ୍କ ପାଇଁ ଫଳମୂଳ ସଂଗ୍ରହ କରିବା କାର୍ଯ୍ୟ ମଧ୍ୟ କରୁଥିଲେ | ମୋଟ ଉପରେ ଶିଷ୍ୟମାନେ ଆଶ୍ରମର ଯାବତୀୟ କାର୍ଯ୍ୟ କରୁଥିଲେ | ଗ) ପାଠପଢା ସରିବା ପରେ ଦୁଇ ଶିଷ୍ୟ ଗୁରୁଙ୍କୁ କ’ଣ ଜଣାଇଲେ ? ଉ : ପାଠପଢା ସରିବା ପରେ ଦୁଇ ଶିଷ୍ୟ ଗୃହକୁ ଫେରିବା ପୂର୍ବରୁ ଗୁରୁଙ୍କୁ ସାକ୍ଷାତ କଲେ ଓ ଗୁରୁଦକ୍ଷିଣା ଦେବା ପାଇଁ ନିଜନିଜର ଅଭିଳାଷ…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!