- Home
- 4. ନୂଆଖାଇ : ବିପିନ ବିହାରୀ ବିଶି
- Nuakhai ନୂଆଖାଇ Class 5 Odia Chapter 4 | Sahitya Kusuma
Last Updated: August 12, 2024
Nuakhai ନୂଆଖାଇ Class 5 Odia Chapter 4 | Sahitya Kusuma
Language: Odia
ନୂଆଖାଇ ୧. ଆସ କଥାବାର୍ତ୍ତା ହେବା | କ) ଆମେ ବିଭିନ୍ନ ପର୍ବ ପାଳନ କରିଥାଉଁ କାହିଁକି ? ଉ : ମାନବ ଜୀବନ ଦୁଃଖ ଜଞ୍ଜାଳରେ ପରିପୂର୍ଣ୍ଣ | ଜୀବନରୁ ନିରସତା ଓ ମନର କ୍ଳାନ୍ତି ଦୂର କରି ଜୀବନକୁ ସରସ, ସୁନ୍ଦର ଓ କର୍ମ ଚଞ୍ଚଳ କରିବା ସହିତ ଆମର ଧର୍ମ , ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ ବିଭିନ୍ନ ପର୍ବପର୍ବାଣି କରିଥାଉ | ଖ) ନୂଆଖାଇ ପର୍ବ କେଉଁଦିନ ପାଳିତ ହୁଏ ? ଉ : ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମିତିଥିରେ ନୂଆଖାଇ ପାଳନ ହୁଏ | ଗ) ନୂଆଖାଇ ପୂର୍ବରୁ କେଉଁ ପର୍ବ ପାଳନ କରାଯାଏ ? ଉ : ନୂଆଖାଇ ପୂର୍ବରୁ ବିଦ୍ୟାଦାତା ଓ ବିଘ୍ନ ବିନାଶକ ଶ୍ରୀଗଣେଶ ପୂଜାଉତ୍ସବ ପାଳନ କରାଯାଏ ? ଘ) ଏହି ପର୍ବ ଆମକୁ କ’ଣ ଶିଖାଇଥାଏ ? ଉ : ଏହି ପର୍ବ ଆମକୁ ଜାତି, ଅଜାତି , ଉଚ୍ଚ , ନୀଚ ଭେଦ ଭାବ, ବାଦବିବାଦ , ମାନ ଅଭିମାନ , ରାଗ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!