Skip to content

Last Updated: August 29, 2024

Je Thae Para Upakare ଯେ ଥାଏ ପର ଉପକାରେ Class 5 Odia - Chapter - 9 - Question and Answer

Je Thae Para Upakare ଯେ ଥାଏ ପର ଉପକାରେ Class 5 Odia - Chapter - 9 - Question and Answer

Language: English

ଯେ ଥାଏ ପର ଉପକାରେ ୧. ଉତ୍ତର ଲେଖ | କ) ମେକରଣ କେଉଁ ସ୍ଥାନରେ ତପସ୍ୟା କରିଥିଲେ ? ଉ : ମେକରଣ ଗିରିନାର ପର୍ବରେ ପାଦ ଦେଶରେ ଥିବା ଅରଣ୍ୟରେ ବାରବର୍ଷ ଧରି ତପସ୍ୟା କରିଥିଲେ | ଖ) ତପସ୍ୟା ସମୟରେ ସେ କିପରି ଜୀବନ ବିତାଉଥିଲେ ? ଉ : ତପସ୍ୟା ସମୟରେ କନ୍ଦମୂଳ ଖାଇ ଓ ଝରଣା ପାଣି ପିଇ ସେ ଜୀବନ ବିତାଉଥିଲେ | ଗ) ଗୁରୁ କାହିଁକି ମେକରଣଙ୍କୁ ଆଶୀର୍ବାଦ କଲେ ? ଉ : ମେକରଣଙ୍କର ଗୁରୁ ଥିଲେ ଦତ୍ତା ତ୍ରେୟ | ସେ ଯେତେବେଳେ ଜାଣିଲେ ଯେ ତାଙ୍କ ଶିଷ୍ୟ ମେକରଣ କଠୋର ତପସ୍ୟା କରୁଛନ୍ତି ,ତାଙ୍କ ମନ ଖୁବ ଆନନ୍ଦିତ ହୋଇଥିଲା | ତେଣୁ ସେ ମେକରଣଙ୍କୁ ଆଶୀର୍ବାଦ କଲେ | ଘ) ନିଜର ତପସ୍ୟା ସରିବା ପରେ ମେକରଣ ଗୁରୁଙ୍କୁ କ’ଣ କହିଲେ ? ଉ : ନିଜର ତପସ୍ୟା ସରିବା ପରେ ତାଙ୍କୁ କ’ଣ କରିବାକୁ ହେବ ବୋଲି ମେକରଣ ଗୁରୁଙ୍କୁ ପଚାରି ବୁଝିଥିଲେ | ଙ.…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!