- Home
- ଅଷ୍ଟାଦଶ ଅଧ୍ୟାୟ : ଶକ୍ତି ଓ କାର୍ଯ୍ୟ
- Shakti O Karjya ଶକ୍ତି ଓ କାର୍ଯ୍ୟ Class 5 Paribesha Bigyan Chapter-18 Question Answers
Last Updated: August 19, 2022
Shakti O Karjya ଶକ୍ତି ଓ କାର୍ଯ୍ୟ Class 5 Paribesha Bigyan Chapter-18 Question Answers
Language: Odia
Odia Medium Class 5 Social Science Chapter-18 ଶକ୍ତି ଓ କାର୍ଯ୍ୟ (Sakti O Karjya) Question Answers ୧.ସଂକ୍ଷେପରେ ଉତ୍ତର ଲେଖ | କ) ତୁମେ ତୁମ ଘରେ କେଉଁ କେଉଁ ଶକ୍ତିର ବ୍ୟବହାର କରୁଛ ? ଉ : ଆମେ ଆମ ଘରେ ବିଦ୍ୟୁତ୍ ଶକ୍ତି , ତାପଶକ୍ତି , ଆଲୋକ ଶକ୍ତି , ଯାନ୍ତ୍ରିକ ଶକ୍ତି ଆଦି ବିଭିନ୍ନ ପ୍ରକାର ଶକ୍ତି ବ୍ୟବହାର କରୁଛୁ | ଖ) ତାପ ଶକ୍ତିର ତିନୋଟି ଉତ୍ସର ନାମ ଲେଖ | ଉ: ତାପ ଶକ୍ତିର ତିନୋଟି ଉତ୍ସର ନାମ ହେଲା – ସୂର୍ଯ୍ୟ , ବିଦ୍ୟୁତ , କୋଇଲା ଗ) ଇନ୍ଧନ କହିଲେ କ’ଣ ବୁଝ ? ଉ : ଯେଉ ପଦାର୍ଥକୁ ଜାଳେଣୀ ରୂପେ ବ୍ୟବହାର କରାଯାଏ ତାକୁ ଇନ୍ଧନ କୁହାଯାଏ | କାଠ , କୋଇଲା , ପେଟ୍ରୋଲ , କିରୋସିନି ଓ ଡିଜେଲ ଇତ୍ୟାଦି ଇନ୍ଧନ ଅଟେ | ୨. ତୁମ ଘରେ ବିଦ୍ୟୁତ୍ ନାହିଁ ବା ଲାଇନ କଟିଯାଇଛି | ରାତିରେ ପାଠ ପଢିବା ପାଇଁ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material