- Home
- 1. ବର୍ଷା : ଜଗନ୍ନାଥ ଦାସ
- Barsha (ବର୍ଷା) Kabita Class 6 Odia Chapter 1
Last Updated: July 16, 2022
Barsha (ବର୍ଷା) Kabita Class 6 Odia Chapter 1
Language: Odia
Odia Medium Class 6 Odia Chapter 1 Barsha ( ବର୍ଷା ) Question & Answer ବର୍ଷା 1.ନିମ୍ନଲିଖିତ ପ୍ରଶ୍ନଗୁଡିକର ଉତ୍ତର କୁହ | କ) ବର୍ଷରେ କେତୋଟି ଋତୁ ଆସେ ? ଉ : ବର୍ଷରେ ଛଅଟି ଋତୁ ଆସେ | ଖ) ଗ୍ରୀଷ୍ମଋତୁ ପରେ କେଉଁ ଋତୁ ଆସେ ? ଉ: ଗ୍ରୀଷ୍ମଋତୁ ପରେ ବର୍ଷା ଋତୁ ଆସେ | ଗ) ମେଘମାନେ କେଉଁଠି ମିଳିତ ହୁଅନ୍ତି ? ଉ : ମେଘମାନେ ଶୂନ୍ୟପଥରେ ବା ଆକାଶରେ ମିଳିତ ହୁଅନ୍ତି | ଘ) ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ କେତେ ମାସ ଉତ୍ତପ୍ତ ଥିଲା ? ଉ : ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠ ମାସ ଧରି ଉତ୍ତପ୍ତ ଥିଲା | ଙ) ଖଦ୍ୟୋତ କେତେବେଳେ ଉଡ଼ିବୁଲେ ? ଉ : ଖଦ୍ୟୋତ ବର୍ଷାବେଳେ ଆକାଶରେ ଉଡ଼ିବୁଲେ | 2.ଉତ୍ତର ଲେଖ | କ) ମେଘମାଳ କିପରି ଭାବରେ ଜଳ ବର୍ଷା କରେ ? ଉ: ବର୍ଷାଋତୁରେ ମହାଶୂନ୍ୟରେ ମେଘମାନେ ବିଜୁଳି ଓ ଘଡଘଡି ସହ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material