- Home
- 11. କିଏ ଭାସେ କିଏ ବୁଡେ : ଡ. କୁଳମଣି ସାମଲ
- Kiye Bhase Kiye Bude Class 6 Odia Chapter 11 | କିଏ ଭାସେ କିଏ ବୁଡେ
Last Updated: January 14, 2023
Kiye Bhase Kiye Bude Class 6 Odia Chapter 11 | କିଏ ଭାସେ କିଏ ବୁଡେ
Language: Odia
କିଏ ଭାସେ କିଏ ବୁଡେ 1. ଉତ୍ତର ଲେଖ | କ) ଡାକବାଜି ଯନ୍ତ୍ରରେ ସକାଳୁ ଦୁଇଜଣ ଲୋକ କ’ଣ ପ୍ରଚାର କରୁଥିଲେ ? ଉତ୍ତର : ସକାଳୁ ଦୁଇଜଣ ଲୋକ ଡାକବାଜି ଯନ୍ତ୍ରରେ ପ୍ରଚାର କରୁଥିଲେ – ଭାଇ ଓ ଭଉଣୀମାନେ ଭୁଲନ୍ତୁ ନାହିଁ | ଆଜି ରାତିରେ ଏକ ସମ୍ପୂର୍ଣ୍ଣ ନୂଆ ଧରଣର ନାଟକ ଅଭିନୀତ ହେବ | ଖ) ସେମାନେ କେଉଁ ନାଟକ କଥା ପ୍ରଚାର କଲେ ? ଉତ୍ତର : ସେମାନେ ଏକ ନୂଆ ଧରଣର ନାଟକ , ‘ଭାସିଲା ପଥର ବୁଡ଼ିଲା ଶୋଲ’ କଥା ପ୍ରଚାର କଲେ | ଗ) ପୋଲିସ କାହାକୁ ଧରି ନେଇଗଲା ? ଉତ୍ତର : ପୋଲିସ ନିରୀହ ଓ ନିର୍ଦ୍ଦୋଷ ଲୋକଟିକୁ ଭୁଲରେ ଧରି ନେଇଗଲେ | ଘ) ଆର୍କମିଡିସ୍ କ’ଣ କହିକହି ଦାଣ୍ଡରେ ଧାଇଁଲେ ? ଉତ୍ତର : ଆର୍କମିଡିସ୍ “ଇଉରେକା ,ଇଉରେକା” କହି କହି ଦାଣ୍ଡରେ ଧାଇଁଲେ | ଙ) ରାଜା କ’ଣ ପରୀକ୍ଷା କରିବାକୁ ଚାହିଁଥିଲେ ? ଉତ୍ତର : ରାଜା ଯେଉଁ ସୁନାର…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!