- Home
- 13. ବୃକ୍ଷଲତା ଆମର ବନ୍ଧୁ : ଡ. ଜଗନ୍ନାଥ ମହାନ୍ତି
- Brukhyalata Amara Bandhu (ବୃକ୍ଷଲତା ଆମର ବନ୍ଧୁ) Class 6 Odia Chapter - 13
Last Updated: January 14, 2023
Brukhyalata Amara Bandhu (ବୃକ୍ଷଲତା ଆମର ବନ୍ଧୁ) Class 6 Odia Chapter - 13
Language: Odia
ବୃକ୍ଷଲତା ଆମର ବନ୍ଧୁ ୧ . ଉତ୍ତର କୁହ | କ) ଶିଷ୍ୟ ଜଣକ ଗୁରୁଙ୍କ ପ୍ରଶ୍ନର କି ଉତ୍ତର ଦେଇଥିଲେ ? ଉତ୍ତର : ଶିଷ୍ୟ ଜଣଙ୍କ ଗୁରୁଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ଗାଁ ଗଣ୍ଡା , ବଣ ଜଙ୍ଗଲ ଓ ପାହାଡ ପର୍ବତ ବୁଲି ମଧ୍ୟ ସେ କେଉଁଠି ହେଲେ ଅଦରକାରୀ ଗଛ ବା ଲତା ଦେଖିଲେ ନାହିଁ | ପ୍ରତ୍ୟକ ଗଛ ଲତାର ଉପକାରିତା ଅଛି ଏବଂ ପ୍ରତ୍ୟକ ଉଦ୍ଭିଦର ଔଷଧ ଗୁଣ ଭରି ରହଛି | ସତେ ଯେପରି ମଣିଷ ଓ ପଶୁପକ୍ଷୀଙ୍କୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥ ସବଳ ରଖିବା ପାଇଁ ସେମାନେ ଜନ୍ମ ନେଇଛନ୍ତି | ଖ) ଚରକ କେଉଁ ଶାସ୍ତ୍ର ଲେଖି ପ୍ରସିଦ୍ଧି ଲାଭ କରିଛନ୍ତି ? ଉତ୍ତର : ଚରକ “ ଚରକ ସଂହିତା “ ନାମକ ଚିକିତ୍ସା ଶାସ୍ତ୍ର ଲେଖି ପ୍ରସିଦ୍ଧି ଲାଭ କରିଛନ୍ତି | ଗ) ବୃକ୍ଷରୋପଣ ଅଧିକ ପୂଣ୍ୟ କାର୍ଯ୍ୟ ବୋଲି କାହିଁକି କୁହାଯାଇଛି ? ଉତ୍ତର : ବୃକ୍ଷଲତା…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!