- Home
- 3. ଜନ୍ମଭୂମି : ପଦ୍ମଚରଣ ପଟ୍ଟନାୟକ
- Janmabhoomi ଜନ୍ମଭୂମି Class 6 Odia Chapter 3 | MIL Class 6 Question & Answer
Last Updated: July 16, 2022
Janmabhoomi ଜନ୍ମଭୂମି Class 6 Odia Chapter 3 | MIL Class 6 Question & Answer
Language: Odia
Odia Medium Class 6 Odia Chapter 3 Janmabhumi ( ଜନ୍ମଭୂମି ) Question & Answer ଜନ୍ମଭୂମି 1 . ଉତ୍ତର ଲେଖ | କ . ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ ତାହାକୁ କ’ଣ ବୋଲି କହିବା ? ଉତ୍ତର : ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ ତାହାକୁ ଆମର ଜନ୍ମଭୂମି ବୋଲି କହିବା | ଖ. ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ କ’ଣ ଦିଏ ? ଉତ୍ତର :ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ ବିଭିନ୍ନ ପ୍ରକାର ଶସ୍ୟ ଓ ଫଳମୂଳ ପ୍ରଦାନ କରେ | ତା’ର ଶୀତଳ ସ୍ଵଚ୍ଛ ଜଳ ଆମର ତୃଷା ନିବାରଣ କରେ | ତାହାର ବାୟୁ ଆମ ନିଃଶ୍ଵାସ ପ୍ରଶ୍ଵାସରେ ପ୍ରବାହିତ ହୁଏ | ଗ. ଜନ୍ମଭୂମି କାହା ସହିତ ତୁଳନୀୟ ? ଉତ୍ତର :ଜନ୍ମଭୂମି ଜନନୀ ସହିତ ତୁଳନୀୟ | ଘ. ପରିବାରରେ ଫୁଟିଲା ଫୁଲମାନେ କିଏ ? ଉତ୍ତର :ସ୍ନେହର ପିତୁଳା ସମାନ ଭାଇ ଭଉଣୀ ମାନେ ପରିବାରର ,…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!