Skip to content

Last Updated: July 18, 2022

Sarata Nai Kule Class 6 Odia Chapter 4 | MIL Class 6

Sarata Nai Kule Class 6 Odia Chapter 4 | MIL Class 6

Language: Odia

ଶରତ – ନଈ – କୂଳେ 2. କବିତାର ଯେଉଁ ପଦରେ ଏକଥା କୁହାଯାଇଛି ସେହି ପଦକୁ ଆବୃତ୍ତି କର | କ. ବଗ ଶିକାର ପାଇଁ ବସିଛି | ଉତ୍ତର : ମଉନ ବକ ବସିଛି ତା’ର ସୁଅର ଏକ ପାଶେ ଶିକାର ଅଭିଳାଷେ ପାଉଛି ଯାହା , ଅତୁଳ ସୁଖେ ଦେଉଚି ଭରି ଆପଣା ମୁଖେ | ଖ. ଶଙ୍ଖଚିଲ ଆକାଶରେ ଉଡୁଛି | ଉତ୍ତର : ସେତିକି ବେଳେ ତହିଁ ଶଙ୍ଖଚିଲ ଉଠଇ ଡାକି ଅକାଶେ ରହି ରହି | ଗ. ଗୋପାଳ ପିଲା ବଂଶୀ ବଜାଉଛି | ଉତ୍ତର : ଗୋପାଳ ପୁଅ ସେଇଠି କାହିଁ ବଇଁଶୀ ସୁରେ ଦେଉଚି ଗାଈ , ସତେକି ତାଳେ ତାଳେ | ଘ. ଶରତ – ଆକାଶରେ ନୀଳ ମେଘ ଅତି ସୁନ୍ଦର ଦେଖାଯାଉଛି | ଉତ୍ତର : ଶରତ ଲଗନରେ ସୁନୀଳ ଏକ ବଉଦ ଉଡେ ଧୂସର ଗଗନରେ | 3. ନିମ୍ନଲିଖିତ ବାକ୍ୟଗୁଡିକୁ ଉତ୍ତର ମନେକରି ଏଗୁଡିକ ପାଇଁ କେତୋଟି ପ୍ରଶ୍ନ ପ୍ରସ୍ତୁତ କର | କ. କବି ଶରତ ଋତୁରେ ନଈକୂଳ ଆମ୍ବଗଛ ମୂଳେ ବସିଥିଲେ |…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!