- Home
- 9. ସଡ଼କ ସୁରକ୍ଷା ଜୀବନ ରକ୍ଷା : ସଂଗୃହୀତ
- Sadaka Surakhya Jibana Rakhya Class 6 Odia Chapter 9
Last Updated: January 14, 2023
Sadaka Surakhya Jibana Rakhya Class 6 Odia Chapter 9
Language: Odia
ସଡ଼କ ସୁରକ୍ଷା ଜୀବନ ରକ୍ଷା 1. ଉତ୍ତର ଲେଖ : କ) କ’ଣ କଲେ ଆମେ ସଡ଼କ ଦୁର୍ଘଟଣାକୁ ଏଡାଇ ପାରିବା ? ଉତ୍ତର : ରାସ୍ତାର ନିୟମ ମାନିଲେ ଆମେ ସଡ଼କ ଦୁର୍ଘଟଣାକୁ ଏଡାଇ ପାରିବା | ଖ) ଇଞ୍ଜିନ ଚାଳିତ ଗାଡ଼ି ଚଳାଇବା ପାଇଁ ଚାଳକର ସର୍ବନିମ୍ନ ବୟସ ସୀମା କେତେ ? ଉତ୍ତର : ଇଞ୍ଜିନ ଚାଳିତ ଗାଡ଼ି ଚଳାଇବା ପାଇଁ ଚାଳକର ସର୍ବନିମ୍ନ ବୟସ ସୀମା ଅଠର ବର୍ଷ | ଗ) ନାଗରିକର କର୍ତ୍ତବ୍ୟ ମଧ୍ୟରୁ କେଉଁ ନିୟମ ଜାଣିବା ତା’ ପାଇଁ ଗୁରୁତ୍ୱପୂର୍ଣ୍ଣ ? ଉତ୍ତର : ନାଗରିକର କର୍ତ୍ତବ୍ୟ ମଧ୍ୟରୁ ଆମ ଦେଶରେ ପ୍ରଚଳିତ ରାସ୍ତା ନିୟମ ସମ୍ପର୍କରେ ଜାଣିବା ତା’ ପାଇଁ ଗୁରୁତ୍ୱପୂର୍ଣ୍ଣ | ଘ) ପାଦରେ ଚାଲିଗଲା ବେଳେ ରାସ୍ତାରେ କେଉଁ ପାଖେ ଚାଲିବ ? ଉତ୍ତର : ପାଦରେ ଚାଲିଗଲା ବେଳେ ରାସ୍ତାରେ ନିଜର ଡାହାଣ ପାଖେ ଚାଲିବୁ | ଙ) ଦ୍ରୁତଗାମୀ ଗାଡିର ଚାଳକ ମୋବାଇଲ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!