- Home
- ତ୍ରୟୋଦଶ ଅଧ୍ୟାୟ : ଚୁମ୍ବକ
- Chumbaka ( ଚୁମ୍ବକ ) Class 6 Science Chapter 13 Question & Answer
Last Updated: May 20, 2022
Chumbaka ( ଚୁମ୍ବକ ) Class 6 Science Chapter 13 Question & Answer
Language: Odia
Odia Medium Class 6 Science Chapter 13 Chumbaka ( ଚୁମ୍ବକ ) Question & Answer 1. ଶୂନ୍ୟସ୍ଥାନ ପୂରଣ କର | a) କୃତ୍ରିମ ଚୁମ୍ବକର ଗୋଟିଏ ଉଦାହରଣ ହେଉଛି କମ୍ପାସ | b) ପ୍ରାକୃତିକ ଚୁମ୍ବକରେ ଥିବା ଲୁହାପଥରର ନାମ ହେଉଛି ମ୍ୟାଗ୍ନେଟାଇଟ | c) ସୂଚୀ ଚୁମ୍ବକର ମେରୁ ସଂଖ୍ୟା ହେଉଛି ଦୁଇ | d) ଦଣ୍ଡ ଚୁମ୍ବକର ଆକର୍ଷଣ ମଝି ଅଂଶ ଅପେକ୍ଷା ମେରୁ ଠାରେ ଅଧିକ | 2. ଭୁଲ ଥିଲେ ସଂଶୋଧନ କରି ଲେଖା ଓ ସଂଶୋଧିତ ଉକ୍ତିର ଯଥାର୍ଥତା ପ୍ରତିପାଦନ କର | a) ଚୁମ୍ବକର ଆକୃତି ଚେପଟା ହୋଇପାରିବ ନାହିଁ | . ଏହି ଉକ୍ତିଟି ଭୁଲ | ବିଭିନ୍ନ ଆକୃତିର କୃତ୍ରିମ ଚୁମ୍ବକ ତିଆରି ସମ୍ଭବ | ତେଣୁ ଚୁମ୍ବକର ଆକୃତି ଚେପଟା ହୋଇପାରିବ | b) ସୀସା ଗୋଟିଏ ଅଚୁମ୍ବକୀୟ ବସ୍ତୁ | . ଏହି ଉକ୍ତିଟି ଠିକ ଅଛି | c) ଗୋଟିଏ ଚୁମ୍ବକର ମେରୁ ଦୁଇଟି…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material