Skip to content

Last Updated: May 23, 2022

Jala ( ଜଳ ) Class 6 Science Chapter 16 Question & Answer

Jala ( ଜଳ ) Class 6 Science Chapter 16 Question & Answer

Language: Odia

Odia Medium Class 6 Science Chapter 16 Jala ( ଜଳ ) Question & Answer ଜଳ 1. ପୃଥିବୀପୃଷ୍ଠର ଦୁଇ ତୃତୀୟାଂଶ ଜଳ ରହିଥିଲେ ମଧ୍ୟ ଜଳ ସଂରକ୍ଷଣର ଆବଶ୍ୟକତା ଅଛି | କାରଣ ଦର୍ଶାଅ | · ପୃଥିବୀ ପୃଷ୍ଠରେ ଥିବା ଦୁଇ ତୃତୀୟାଂଶ ଜଳ ମଧ୍ୟରୁ ଅଧିକାଂଶ ସମୁଦ୍ର ଜଳ | · ସମୁଦ୍ରଜଳ ଲବଣାକ୍ତ ହୋଇଥିବାରୁ ଏହା କୃଷି ତଥା ବ୍ୟବହାର ଅନୁପଯୁକ୍ତ ହୋଇଥାଏ | · ଆମର ଜଣ ସଂଖ୍ୟା ବୃଦ୍ଧି ସହିତ ଜଳର ଆବଶ୍ୟକତା ସେହି ଅନୁସାରେ ବଢି ଚାଲିଛି | · ତେଣୁ ଜଳାଭାବ ଦୂର କରିବା ପାଇଁ ଜଳ ସଂରକ୍ଷଣର ଆବଶ୍ୟକତା ରହିଛି | 2. ପ୍ରଥମ ଶବ୍ଦ ଦ୍ଵୟର ସମ୍ପର୍କକୁ ଦେଖି ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦ ଲେଖ | a) ଅଧିକ ବୃଷ୍ଟି : ବନ୍ୟା :: ଅନାବୃଷ୍ଟି : ମରୁଡି b) ପୋଖରୀ : ମଧୁର :: ସମୁଦ୍ର : ଲୁଣି c) ଜଳଶୋଷଣ : ଚେର :: ଜଲାମୋଚନ : ପତ୍ର d)…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!