- Home
- ପ୍ରଥମ ଅଧ୍ୟାୟ : ଦ୍ଵିତୀୟ ପାଠ : ଶିଳା ଓ ଖଣିଜ
- Sila O Khanija ( ଶିଳା ଓ ଖଣିଜ) Class 7 Geography Chapter-1 Part-2 - Notes
Last Updated: March 25, 2022
Sila O Khanija ( ଶିଳା ଓ ଖଣିଜ) Class 7 Geography Chapter-1 Part-2 - Notes
Language: Odia
Class 7 Geography Chapter-1 Part-2 Sila O Khanija (ଦ୍ଵିତୀୟ ପାଠ : ଶିଳା ଓ ଖଣିଜ) Notes ପୃଥିବୀର ଅଭ୍ୟନ୍ତର ଶିଳା ଓ ଖଣିଜ · ପୃଥିବୀ ଏକ ଚଳନଶିଳ ଗ୍ରହ | ଏହାର ଅଭ୍ୟନ୍ତର କେତେଗୁଡିଏ ସ୍ତର ଦ୍ୱାରା ଗଠିତ | ଏହି ସ୍ତରଗୁଡିକ ପିଆଜ ପାଖୁଡାଭଳି ଗୋଟିକ ପରେ ଗୋଟିଏ କରି ରହଛନ୍ତି | ଏହା ବର୍ତ୍ତୁଳାକାର ହୋଇଥିବାରୁ ଏହି ସ୍ତରଗୁଡିକ ମଧ୍ୟବର୍ତ୍ତୁଳାକାର | · ସବା ଉପରେ ଥିବା ସ୍ତରକୁ ଭୂ-ତ୍ଵକ (ତ୍ଵକ ଅର୍ଥ ଚର୍ମ) କୁହାଯାଏ। ।ଏହି କଠିନ ସ୍ତରଟି ସବୁଠାରୁ ପତଳା। ମହାଦେଶ ତଳେ ଥିବା ଭୂ ତ୍ଵକ ପ୍ରାୟ ୫୦ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ । ତେବେ ମହାସାଗର ତଳେ ଏହାର ମୋଟେଇ ମାତ୍ର ୫ କିଲୋମିଟର। · ଭୂ- ତ୍ଵକର ମହାଦେଶୀୟ ଅଂଶ ମୁଖ୍ୟତଃ ସିଲିକା ଓ ଆଲୁମିନାରେ ଗଠିତ । ସେଥିପାଇଁ ଏହାକୁ ସିଆଲ୍ ( ସିଲିକା +…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!