Skip to content

Last Updated: July 19, 2022

 Jaiba Mandala (ଜୈବମଣ୍ଡଳ) - Class 7 Geography Chapter- Notes

Jaiba Mandala (ଜୈବମଣ୍ଡଳ) - Class 7 Geography Chapter- Notes

Language: Odia

Odia Medium Class 7 Geography Chapter- Jaiba Mandala (ଜୈବମଣ୍ଡଳ) Notes · ପରିବେଶ ବିନା ମଣିଷ ବଞ୍ଚିବା ଅସମ୍ଭବ | · ପ୍ରାକୃତିକ ପରିବେଶ ଜଳ , ସ୍ଥଳ , ଉଦ୍ଭିଦ ଓ ପ୍ରାଣୀମାନଙ୍କୁ ନେଇ ଗଠିତ | · ପ୍ରାକୃତିକ ପରିବେଶକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି , ଯଥା – ଅଜୈବିକ , ଜୈବିକ | · ପ୍ରାଣୀ ଓ ଉଦ୍ଭିଦକୁ ନେଇ ଜୀବଜଗତର ସୃଷ୍ଟି | ମୃତ୍ତିକା : · ବୃକ୍ଷଲତାଦି ବଞ୍ଚିବା ପାଇଁ ମୃତ୍ତିକାରୁ ହିଁ ଜଳ ଓ ଆବଶ୍ୟକ ଖଣିଜ ଆଦି ସଂଗ୍ରହ କରିଥାନ୍ତି | · ବିଭିନ୍ନ ପ୍ରକ୍ରିୟାରେ ଶିଳା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ଶିଳା ରେଣୁରେ ପରିଣତ ହୁଏ | · ପରେ ଶିଳାରେଣୁର ଖଣିଜ ଅଂଶ ସହ ଜୈବିକ ଅଂଶ ମିଶିଯାଏ | · ଶିଳା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ସେହି ସ୍ଥାନରେ ମୃତ୍ତିକାରେ ପରିଣତ ହେଲେ ତାକୁ ଅବଶିଷ୍ଟ ମୃତ୍ତିକା କୁହାଯାଏ | · ଜୈବିକ…

This is a premium resource. Please upgrade your subscription to access this study guide.

Ratings & Reviews

5 / 5 (1 rating)