- Home
- ଏକାଦଶ ଅଧ୍ୟାୟ : ଗତି ଓ ସମୟ
- Gati O Samaya ( ଗତି ଓ ସମୟ ) - Class 7 Science Chapter 11 - Notes
Last Updated: May 25, 2022
Gati O Samaya ( ଗତି ଓ ସମୟ ) - Class 7 Science Chapter 11 - Notes
Language: Odia
Odia Mdium Class 7 Science Chapter 11 Gati O Samaya ( ଗତି ଓ ସମୟ ) Notes ଗତି ଓ ସମୟ · ଗୋଟିଏ ବସ୍ତୁ ଗତି କଲାବେଳେ ତାର ଗତି ସରଳରୈଖିକ, ବୃତ୍ତୀୟ , ଦୋଳନ, ଆବର୍ତ୍ତୀ ହୋଇପାରେ ଅଥବା ଏମାନଙ୍କ ମଧ୍ୟରୁ ଏକାଧିକ ପ୍ରକାର ଗତିର ସମ୍ମିଶ୍ରଣ ମଧ୍ୟ ହୋଇପାରେ | ବେଗ : - · ଏକକ ସମୟରେ ଗୋଟିଏ ବସ୍ତୁ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ବସ୍ତୁର ବେଗ କୁହାଯାଏ | · ବେଗର ଏକକ ମିଟର/ସେକେଣ୍ଡ ଅଟେ | · ହାରାହାରି ବେଗ = ଗତି କରିଥିବା ମୋଟ ଦୁରତ୍ଵ ଗତି ପାଇଁ ନେଇଥିବା ମୋଟ ସମୟ l · ସାଧାରଣତଃ ଗୋଟିଏ ବସ୍ତୁ ଗତି କଲାବେଳେ ଯଦି ତା’ର ବେଗ ପରିବର୍ତ୍ତିତ ହୁଏ, ଏପରି ଗତିକୁ ନୈକ ସମାନ ବା ଅସମ ଗତି କୁହାଯାଏ | · ଯଦି କୌଣସି କ୍ଷେତ୍ରରେ ଏକ ସରଳରେଖାରେ ଗତି କରୁଥିବା ଗୋଟିଏ ବସ୍ତୁର ବେଗ ଅପରିବର୍ତ୍ତିତ ରହେ ତେବେ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material