Skip to content

Last Updated: May 31, 2022

Posana ( ପୋଷଣ ) - Class 7 Science Chapter 5  Question & Answer

Posana ( ପୋଷଣ ) - Class 7 Science Chapter 5 Question & Answer

Language: Odia

Odia Medium Class 7 Science Chapter 5 Posana ( ପୋଷଣ ) Question & Answer ପୋଷଣ 1. ଆମେ ଖାଉଥିବା ଖାଦ୍ୟରେ ଥିବା ଉପାଦାନଗୁଡିକର ନାମ ଲେଖ | · ଆମେ ଖାଉଥିବା ଖାଦ୍ୟରେ ଥିବା ଉପାଦାନମାନଙ୍କ ନାମ ହେଲା – ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଜୀବସାର ଓ ଜଳ | 2. “ଜୀବଜଗତ କାମ କରିବା ପାଇଁ ଶକ୍ତି ସୂର୍ଯ୍ୟଙ୍କଠାରୁ ହିଁ ପାଇଥାନ୍ତି |” ଏହା କାହିଁକି ସତ କାରଣ ସହ ଦର୍ଶାଅ | · ସବୁଜ ଉଦ୍ଭିଦ ସୌରଶକ୍ତିର ଉପସ୍ଥିତିରେ ଅଙ୍ଗାରକାମ୍ଳ ଓ ଜଳର ସଂଯୋଗ ଘଟାଇ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରେ | ଏହି ଶ୍ଵେତସାରକୁ ଉଦ୍ଭିଦ ତଥା ପ୍ରାଣୀମାନେ ଖାଦ୍ୟରୂପେ ବ୍ୟବହାର କରନ୍ତି | ପ୍ରାଣୀମାନେ ଖାଦ୍ୟରୁ ଶକ୍ତି ପାଆନ୍ତି | ତେଣୁ ଜୀବଜଗତ କାମ କରିବା ପାଇଁ ସୂର୍ଯ୍ୟଙ୍କଠାରୁ ଶକ୍ତି ପାଇଥାନ୍ତି | 3. ସ୍ଵଭୋଜୀ ଓ…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!