- Home
- ଅଷ୍ଟମ ଅଧ୍ୟାୟ : ମାଟି (ମୃତ୍ତିକା)
- Soil ( ମାଟି- ମୃତ୍ତିକା) Class 7 Science Chapter 8 - Notes
Last Updated: April 22, 2022
Soil ( ମାଟି- ମୃତ୍ତିକା) Class 7 Science Chapter 8 - Notes
Language: Odia
Odia Medium Class 7 Science Chapter 8 Soil ମାଟି - ମୃତ୍ତିକା Notes ମାଟି:- . ମାଟି ଏକ ପ୍ରାକୃତିକ ସମ୍ପଦ | କୋଇଲା, ପେଟ୍ରୋଲ, ଜଳ ପରି ମାଟି ମଧ୍ୟ ସୀମିତ | . ମାଟି ସହିତ ଉଦ୍ଭିଦ ଓ ପ୍ରାଣୀର ସମ୍ପର୍କ ରହିଛି | . ଉଦ୍ଭିଦ ନିଜର ପୁଷ୍ଟି ପାଇଁ ମାଟିତଳୁ ଜଳ ଓ ପୋଷକ ଶୋଷଣ କରେ | . ଉଦ୍ଭିଦ ପରି ଅନେକ ପ୍ରାଣୀ ମାଟି ଉପରେ ନିର୍ଭର କରନ୍ତି | ଉଇ ନିଜେ ରହିବା ପାଇଁ ମାଟିରେ ହୁଙ୍କା ଗଢିଥାଏ | . ଜିଆ ମାଟିରେ ରହି, ତାକୁ ଫପ୍ସା କରି ତାହାର ଉର୍ବରତା ବଢାଇବା ସଙ୍ଗେ ସଙ୍ଗେ ତାହାକୁ ନିଜର ବାସସ୍ଥାନ ରୂପେ ବ୍ୟବହାର କରେ | . ପିମ୍ପୁଡି, ଜିଆ, ତେଲୁଣି ପୋକ ଆଦି ମାନଙ୍କର ମାଟି ହେଉଛି ବାସସ୍ଥାନ | . ମାଟି ଅଛି ବୋଲି, ଆମେ ବିଭିନ୍ନ ଫସଲ କରି ଆମ ଖାଦ୍ୟର ଆବଶ୍ୟକତା ମେଣ୍ଟାଇ ଥାଉ | . କେତେକ ଘରର କାନ୍ଥ ମାଟିରେ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material